ପ୍ରୌଦ୍ୟୋଗିକୀ ଆଉ ଇଣ୍ଟରନେଟ ଆମର ଜୀବନ ରେ ଏକ ପ୍ରମୁଖ ଭୂମିକା ନେବା ସାଙ୍ଗରେ ମହିଳାଙ୍କର ସାଇବର ସ୍ପେସ ରେ ଅସୁବିଧା ରେ ପଡିପାରନ୍ତି| କେହି ମହିଳାଙ୍କୁ ଇଣ୍ଟରନେଟ ର ଉପଯୋଗ କରିବା ବେଳେ କୌଣସି ବ୍ୟକ୍ତି ଦ୍ବାରା ଧମକ ଦିଆ ଯାଇଥାଏ, ଅସୁବିଧା କରା ଯାଇଥାଏ , ଅପମାନିତ କରା ଯାଇଥାଏ, , ତାହେଲେ ଇନ୍ଟରେକ୍ଟିଭ ଡିଜିଟାଲ ଟେକନିକ ବା ମୋବାଇଲ ଫୋନ "ସାଇବର ବଡ଼ମ୍ୱାରେଶୀ " ର ରୂପ ରେ ହେବ କଥା . ସୋସିଆଲ ମିଡ଼ିଆ , ପ୍ରୋଫାଇଲ ଲଗନ କୁ ଆପଣଙ୍କ ମନମୁତାବକ ଜିନିଷ ର ଫୋଟୋ ପୋଷ୍ଟ କରିବାର ଆଜାଦୀ ଦେଇଥାଏ . ନିଜର ଫୋଟୋ , ତାଙ୍କର ହିତ ପାଇଁ ସୂଚନା ବା ତାଙ୍କର ଠିକଣା ବିଷୟରେ ସୂଚନା ପୋଷ୍ଟ କରିପାରିବେ ଯାହା ସାଇବର ବୁଲି ଙ୍କୁ କୌଣସି ବ୍ୟକ୍ତି ଙ୍କ ଜୀବନ ର କିଛି ବିଷୟରେ ଥଟ୍ଟା କରିବାର ଅବସର ଦେଇଥାଏ|

ସାଇବର ବଡ଼ମ୍ୱାରେଶୀ କୁ ଏତେ ଖାତାରଣାଙ୍କ ବନେଇ ଦେଇଥାଏ ଯେ ବୁଲି ଙ୍କୁ ଦିନରେ କୌଣସି ଭୀ ସମୟ , ସାର୍ବଜନିକ ରୂପ ରେ କୌଣସି ଭୀ ବ୍ୟକ୍ତି କୁ ଲଜ୍ଜିତ କରିବାର କ୍ଷମତା ଦେଇଥାଏ ,ଯେଉଁଥିରେ , ବିଭିନ୍ନ ପ୍ରକାର ର ଟେକନିକ ର ଉପଯୋଗ କର ଯାଇଥାଏ| ଏହା ସବୁ ବହୁତ ପ୍ରକାରର ହୋଇଥାଏ ଯେମିତି କି ଇନ୍ଷ୍ଟଏଣ୍ଟ ମେସେଜିଙ୍ଗ ପ୍ଲାଟ୍ଫଅମ , ବିଭିନ୍ନ ସୋସିଆଲ ମେଡିଆ p ପ୍ଲାଟ୍ଫଅମ, ଇନ୍ଟରେକ୍ଟିଭ ଗେମିଙ୍ଗ ଵେବସାଇଟ ଏବଂ ଇମେଲ ମଧ୍ୟ .

ସାଇବର ବୁଲିଙ୍ଗ ର ବିଭିନ୍ନ ଉପାୟ ହୋଇପାରିବ

ଅନ୍ୟମାନଙ୍କ ପାଇଁ  ଏକ  ଏଇ ଏମ ସଂଚାର  ଅଗ୍ରଗାମୀ କରିବା

ଏକ କମ "ଆଇ " ହୋଇପାରିବ |ସେମାନେ ଅନ୍ୟ ଉପୟୋଗକର୍ତ୍ତାଙ୍କ ରୂପରେ ପ୍ରତିରୂପ କରିବା ସମୟରେ ଅନ୍ୟ ଉପୟୋଗକର୍ତ୍ତାଙ୍କ ସାଙ୍ଗରେ ଅନୁଚିତ କଥା କହିବା ପାଇଁ ଏହି ନାମ ର ଉପଯୋଗ କରିପାରିବେ |
ସାଇବର ଅପରାଧୀ ଆପଣ ନିଜର ସଞ୍ଚାର କୁ ପ୍ରଚାର କରିବା ପାଇଁ ଉପରୋକ୍ତ ନିଜର ସଞ୍ଚାର କୁ ଅନ୍ୟମାନଙ୍କୁ ଅଗ୍ରଗାମୀ କରିପାରିବେ |

ଇଣ୍ଟରନେଟ  ଚାଟ ରୁମ  ରେ ସମ୍ବନ୍ଧିତ  ଉପୟୋଗକର୍ତ୍ତାଙ୍କ  ଅନୁମତି ବିନା ଆପଣ ବା ଅନ୍ୟ ନିଜର  ସଞ୍ଚାର କୁ  କେବେ  ଭୀ ଅଗ୍ରଗାମୀ କରିବା ଉଚିତ ନୁହେଁ |

ମିଛ କଥା ପ୍ରଚାର କରିବା

ମିଛ କଥା ପ୍ରଚାର ବା  ଅନ୍ୟ  ମହିଳା  କୁ  ଆଘାତ ପହଂଚାଇବା ପାଇଁ  ଗପସପ  ବା ସ୍ପୋଅଫେଡ଼  ମୈଲସ ଅଗ୍ରଗାମୀ କରିବା ଉଚିତ ନୁହେଁ | .ଏକ  ଘର୍ନାସ୍ପଦ  ଗ୍ରୁପ  ଚାଟ  ରୁମ  ରେ ପୀଡିତ  ବ୍ୟକ୍ତି  ର  ରୂପ  ରେ  ଏକ  ଉତ୍ତେଜକ  ସନ୍ଦେଶ  ପୋଷ୍ଟ  କରିପାରିବେ |  ପୀଡିତ ଙ୍କ ଖିଲାଫ  ହମଲା  ଆମନ୍ତ୍ରିତ କରେ | ପ୍ରାୟ  ପୀଡିତଙ୍କ  ନାମ , ଠିକଣା ଆଉ  ଟେଲିଫୋନ  ନମ୍ବର  ଦେଇଥାଏ | ଏବଂ  ଘୃଣ୍ୟ ସମୂହ ଙ୍କ  କାମ  କୁ  ସୁବିଧା କରିଥାଏ |

କେଭେ ବି କୌଣସି  ଘୃଣା ପ୍ରଚାର କରୁଥିବା ମେଲ କୁ ପ୍ରଚାର କରନ୍ତୁ ନାହିଁ ; ଏବଂ କେହି ଅନ୍ୟ  ବ୍ୟକ୍ତି ର  ରୂପ  ରେ  ପ୍ରତିରୂପଣ କରିକି  ଇମେଲ  ବା  ମୋବାଇଲ  ର  ଉପଯୋଗ  କରିକି  ପ୍ରଚାର କରନ୍ତୁ ନାହିଁ.

ଲଜ୍ୟାକର ଫୋଟୋ  ବା  ଭୀଡିୟୋ  ପୋଷ୍ଟ  କରିବା

ଏକ  ବାଥରୁମ  ବା  ଡ୍ରେସିଂ ରୁମ ରେ ମହିଳାଙ୍କର ଫୋଟୋ ବା  ଭୀଡିୟୋ  ଅନଲାଇନ ନେଇପାରିବେ ଏବଂ ସେଗୁଡିକ  ଅନଲାଇନ  ପୋଷ୍ଟ  ହୋଇପାରିବ  ବା  ସେଲ  ଫୋନ  ରେ ଅନ୍ୟ ମାନଙ୍କୁ ପଠାଯାଇପାରିବ .

ଉଚିତ ଦିଶା -ନିର୍ଦେଶ  ବିନା  କେବେ  ଭୀ  କାହାର  ଚିତ୍ର ବା  ଭୀଡିୟୋ  ପୋଷ୍ଟ  କରନ୍ତୁ ନାହିଁ |

ୱେବ  ସାଇଟ୍ସ  ବା  ବ୍ଲୋଗ ର  ଉପଯୋଗ  କରିକି

ମହିଳାମାନେ  କେବେ କେବେ  ୱେବ  ସାଇଟ୍ସ  ବା  ବ୍ଲୋଗ  ବନାଇଥାନ୍ତି  ଯାହା  କେହି  ଅନ୍ୟ  ମହିଳା  ର  ଅପମାନ ବା  ଅସୁବିଧା ରେ ପକାଇପାରେ | ୟେ  ବିଶେଷ  ରୂପ ରେ  ଅନ୍ୟ  ମହିଳା  ବା  ସମୂହ ର  ଅପମାନ  କରିବା ପାଇଁ ପେଜ ଦ୍ୱୀଜ଼ୀଇଁ  କରିଥାନ୍ତି |

କୌଣସି  ଭୀ  ସ୍ଥାନ  ରେ  ଅନ୍ୟଙ୍କର  ଅପମାନ  କରିବା  ଭଲ  ଶିଷ୍ଟାଚାର  ନୁହେଁ | ଏମିତି କିଛି କରନ୍ତୁ ନାହିଁ .

ଅପମାନଜନକ ଟେକ୍ସଟ  କୁ  ସେଲ  ଫୋନ ରେ ପଠା ଯାଏ

ଟେକ୍ସଟ ଯୁଦ୍ଧ ବା ଟେକ୍ସଟ ଅଟ୍ଟାକ ହୁଏ ଯେବେ  ମହିଳା  ପୀଡିତ  ଙ୍କ  ସାଙ୍ଗରେ  ଗଙ୍ଗ ଅପ କରନ୍ତି , ପୀଡିତ ଙ୍କ ସେଲ ଫୋନ ବା  ଅନ୍ୟ  ମୋବାଇଲ  ଫୋନ  ରେ ଘୃଣା ଭରା ସନ୍ଦେଶ  ସମ୍ବନ୍ଧିତ  ହଜାର ହଜାର  ଟେକ୍ସଟ -ମେସେଜ  ପଠାନ୍ତି |

ସେଲ  ଫୋନ  ଦ୍ୱାରା କୌଣସି ଛୁଆ  ବା  କିଶୋର କୁ  ଅପମାନିତ  କରିବା  ସହ  ସମ୍ବନ୍ଧିତ  ସନ୍ଦେଶ  କେଭେ ବି ପଠାନ୍ତୁ ନାହିଁ | ଏହା   ଆପଣକ ପରିବାର  କୁ  ପଇସା  ଖର୍ଚ୍ଚ  କରିକି  ଆଉ  ଆପଣକ  ଆପରାଧୀକ  ଅପରାଧ  ରେ ଭୀ  ଫାଂସେଇ  ଦେଇପାରେ |

ଅନ୍ୟଙ୍କୁ ଆଘାତ ପହଂଚାଇବା ପାଇଁ  ଇମେଲ ବା  ମୋବାଇଲ  ଜରିଆ ରେ ଧମକ ଭରା ଇମେଲ ଆଉ ଫୋଟୋ ପଠାଇବା

ଅପରାଧୀ  ମହିଳାଙ୍କୁ ଘ୍ରୁନାସ୍ପଦ ବା  ଧମକ ଭରା ସନ୍ଦେଶ  ପଠାଇପାରନ୍ତି , ଏହା ବାସ୍ତବିକ ଜୀବନ ରେ କେବେ କରାଯାଇନଥାଏ |  ନିର୍ଦୟୀ  ବା  ଧମକ  ଭରା  ସନ୍ଦେଶ  ଦୁଃଖଦାୟକ ଆଉ  ବହୁତ  ଗମ୍ଭୀର  |

କେବେବି ଇଣ୍ଟରନେଟ  ବା  ମୋବାଇଲ  ସଂଚାର  ର  ମାଧ୍ୟମ  ରେ  କାହାକୁ ବି  ଧମକ  ଦିଅନ୍ତି ନାହିଁ  କାରଣ ପୀଡିତ  ଛୁଆ  / କିଶୋର  ଏତେ ଆହତ  ଆଉ ଉଦାସ  ହୋଇଯାନ୍ତି  କି  ଏହାଦ୍ୱାରା ମର୍ତ୍ୟୁ  ଭୀ  ହୋଇପାରେ |

ସାଇବର  ବଡ଼ମ୍ୱାରେଶୀ  ର  ପ୍ରଭାବ

ସାଇବର  ବଡ଼ମ୍ୱାରେଶୀ  କୌଣସି ଭୀ  ବ୍ୟକ୍ତି  ଙ୍କ ବିଭିନ୍ନ  ପଦ୍ଧତି ଦ୍ୱାରା  ବଡ  ପ୍ରଭାବ  ପଡିପାରେ | କିଛି  ତଳେ  ସୂଚୀବଦ୍ଧ ହୋଇଛି |

ଭାବନାତ୍ମକ  ସଙ୍କଟ : କ୍ରୋଧ , ନିରାଶ , ଲଜ୍ଜ୍ୟାକର , ଦୁଃଖ , ଭୟ , ଅବସାଦ

  • ସ୍କୂଲ ର କାମ ବା  ଚାକିରୀରେ  ପ୍ରଦର୍ଶନ ସାଥିରେ  ହସ୍ତକ୍ଷେପ
  • ଚାକିରୀ ଛାଡିବା , ସ୍କୂଲ ଛାଡିବା ବା ସବୀଚ କରିବା
  • ବିଳମ୍ବ ଆଉ ହିଂସା
  • ମାଦକ ଦ୍ରବ୍ୟ ର  ସେବନ
  • ସ୍କୂଲ ର ମୈଦାନ ରେ ହଥିୟାର ର  କବଜ଼ା
  • ଆତ୍ମହତ୍ୟା

ଭାରତ  ରେ  କୌଣସି  ବିଶିଷ୍ଟ  କାନୂନ  ନାହିଁ  ଯାହା  ସାଇବର  ବଡ଼ମ୍ୱାରେଶୀ  ସମ୍ବନ୍ଧିତ  ହୋଇଥାଏ , କିନ୍ତୁ  ଆଇଟିଇ  ଅଧିନିୟମ  67 ଯେମିତି ପ୍ରାବଧାନ  ଅଛି ଯାହା  ମାମଲା ରେ  ଆଂଶିକ  ରୂପ  ରେ  ନିପତିପାରିବ |

Page Rating (Votes : 0)
Your rating: