ବହୁତ  ମହିଳାମାନେ  ଡିଜିଟାଲ  ଲେନଦେନ ପାଇଁ  ନୂଆ | ଭାରତ  ରେ ବିମୁଦ୍ରୀକରଣ  ପରେ  ଡିଜିଟାଲ  ଲେନଦେନ ର  ବିଭିନ୍ନ  ଉପାୟର ଉପଯୋଗ  କରିବା ପ୍ରତ୍ୟକ  ବ୍ୟକ୍ତିଙ୍କ ପାଇଁ  ଏକ  ଆବଶ୍ୟକତା  ବନିଯାଇଛି | ଡିଜିଟାଲ  ଭୁଗତାନ ,ଭୁଗତାନ ର  ଏକ ଉପାୟ  ଯାହା ଭୁଗତାନକର୍ତ୍ତା  ଆଉ ଅର୍ଥଗ୍ରହୀତା ଦୁଇଜଣ  ପଇସା  ପଠାଇବା  ଏବଂ  ପ୍ରାପ୍ତ  କରିବା ପାଇଁ  ଡିଜିଟାଲ  ମୋଡ଼  ର  ଉପଯୋଗ  କରନ୍ତି | ଏହା ଭୁଗତାନ  କରିବାର  ଏକ  ତ୍ବରିତ  ଏବଂ  ସୁବିଧାଜନକ  ଉପାୟ ଅଛି |

ଡିଜିଟାଲ  ଫାଇନାନ୍ସ  ରେ ମହିଳାଙ୍କ  ଭୂମିକା  କୁ  ଭଲ  ଉପାୟ ରେ  କରିବାର  କ୍ଷମତା  ଅଛି | କିନ୍ତୁ ଏହା ନିଜେ ନିଜେ ହେବ ନାହିଁ | ଯେତେବେଳେ  ଡିଜିଟାଲ  ଭିତ୍ତିୟ   ସେବା ଗୁଡିକୁ କେଉଁ ରୂପରେ   କରାଯାଇପାରିବ ଯେଉଁଥିରେ  ଏଟିଏମ ,ବିକ୍ରୀ  ର  ବିନ୍ଦୁ , ଆଉ  କାର୍ଡ  (ପ୍ରି-ଲୋଡେଡ଼  ବା  ଦେବିଟି ) ଥାଏ , ଯାହା  ବିଶେଷ  ରୂପରେ  ମହିଳାଙ୍କ ପାଇଁ ଆଶାଆଜନକ ହେଉଛି ମୋବାଇଲ  ଫୋନ |

ନିରାପଦ  ଏବଂ  ସୁରକ୍ଷା  ଚିନ୍ତା

ଆମେ  ଡିଜିଟାଲ  ଲେନଦେନ ର  ବିଭିନ୍ନ  ଉପାୟର  ଉପଯୋଗ  କରିବାରେ ମହିଳାଙ୍କ ସାଙ୍ଗରେ ଥିବା ଚୂନଉତି କୁ ପାର କରିବା ଦରକାର | ମହିଳାମାନେ  ସବୁ  ସମ୍ଭବ  ଜାଗା  ରେ ନିଜର  କ୍ରେଡିଟ  / ଦେବିଟି  କାର୍ଡ଼ର  ଉପଯୋଗ  କରିଥାନ୍ତି କିନ୍ତୁ ଅଧିକାଂଶ  ଲୋକଙ୍କୁ  ଏହି କଥାର ସୂଚନା ନାହିଁ କି  ଅନଲାଇନ  ଭୁଗତାନ  କରିବା ପୂର୍ବରୁ  କଣ ସବୁ ଜାଣିବା ଦରକାର  ଏବଂ  କେଉଁ  ବିବରଣୀ  କୁ  ଗୁପ୍ତ  ରଖିବା  ଜରୂରୀ | ଟକଣୀକି  ରୂପରେ  ଅଜଣା  ମହିଳାଙ୍କ  ଏକ  ବଡ  ବରଂ  ଏବେ  ପ୍ରୌଦ୍ୟୋଗୀ  ର ଉପଯୋଗ  କରିବା ପାଇଁ  ପ୍ରଣୋଦିତ ଯାହାର  ସାଇବର  ଅପରାଧୀ  ଦ୍ବାରା  ଦୁରୁପଯୋଗ  କରାଯାଇ ପାରେ |

ଅନଲାଇନ  ବ୍ୟାଙ୍କିଙ୍ଗ  :

  • ସାଇବର ଅପରାଧୀ  ପ୍ରାୟ ଉପଭୋଗକର୍ତ୍ତା  କ୍ରେଡିଏନସିଆଲ  ପ୍ରାପ୍ତ  କରିବା ପାଇଁ  ମହିଳାଙ୍କୁ  ଲକ୍ଷିତ  କରିଥାନ୍ତି | ସେମାନେ ଏହି  ସୂଚନା  ଏକ  ଫରଜି ଫୋନ  କଲ (ବିଶୀଙ୍ଗ ) ର  ମାଧ୍ୟମରେ  ପ୍ରାପ୍ତ  କରିବା ପାଇଁ ଚେଷ୍ଟା କରିଲା ବେଳେ କହନ୍ତି କି ଏହା  ତାଙ୍କର  ବାଙ୍କ ରୁ  ଏବଂ  ଆପଣଙ୍କ   ବାଙ୍କ  ଖାତା  କୁ  ଆଧାର  କାର୍ଡ  ରେ  ଲିଙ୍କ  କରିବା ପାଇଁ  କହନ୍ତି ଏବଂ  ଆପଣ ବିନା ଚିନ୍ତା କରି ସୂଚନା ଛାଡି ପାରନ୍ତି | ଫରଜି  କଲ  ର  ଅନ୍ୟ  ବେରୀଏଣ୍ଟ  ରେ  ଗ୍ରାହକ  ର  ଖାତା  କୁ  କ୍ରେଡିଟ କରାଯାଇଥାଏ  ଏବଂ  ଗ୍ରାହକ  କୁ  ତୃତୀୟ  ପକ୍ଷ  ର  ଖାତା ରେ  ପଇସା  ଫେରାଇବା ଦରକାର |
  • ସାଇବର ଅପରାଧୀ  ମହିଳାଙ୍କୁ  ଅନଲାଇନ  ଉଦ୍ୟମିଙ୍କୁ  ଇମେଲ  ପଠାନ୍ତି  କି  ତାଙ୍କର  ଉତ୍ପାଦ ର  ଆପୂର୍ତ୍ତିକର୍ତା ନିଜର  ବାଙ୍କ  ଖାତା  ନମ୍ବର  ବଦଳାଇଦିଏ  ଏବଂ  ଭବିଷ୍ୟତ  ରେ  ସବୁ  ଭୁଗତାନ  ନୂଆ  ଖାତା  କର ଯିବା ଉଚିତ , ଯାହା  ବାସ୍ତବରେ ଅପରାଧୀ ର . ଏହା  ଇମେଲ  ଫାରମ: ଫିଲଡ  କୁ  ଚମକାଇ ଥାଏ , ସେଥିପାଇଁ  ଇମେଲ  କମ୍ପାନୀ  ର  ଭୀତରେ ଏକ  ପ୍ରବନ୍ଧକ  / ନିର୍ଦେଶକ  / ବରିଷ୍ଠ  ଷ୍ଟାଫ  ସଦସ୍ୟ  ଠାରୁ  ପ୍ରତୀତ  ହୋଇଥାଏ | ଇମେଲ  ରିସେଇବାର  କୁ  ଏକ  ବିଦେଶୀ  ଖାତା  ରେ ଏକ  ବାଙ୍କ  ହସ୍ତାନ୍ତର  ପୂରା  କରିବା ପାଇଁ  ଅନୁରୋଧ  କରିଥାଏ ଏବଂ  ଇମେଲ  ପ୍ରବନ୍ଧକ  ର  ଖାତାରୁ ପଠାଇବା  ପ୍ରତୀତ ହୋଇଥାଏ  କିନ୍ତୁ  ବାସ୍ତବିକ  ଧାନ  ଅପରାଧୀଙ୍କ  ଖାତା  କୁ ଯାଇଥାଏ |
  •  ସିଏ କ୍ରେଡିଏନସିଆଲ  ପ୍ରାପ୍ତ  କରିବା ପାଇଁ ଦୁର୍ଭାବନାପୂର୍ଣ  କୋଡ଼  ଉରଃଲ  ଚୋରୀ  କରିବା  ଵାଲା  ପାସ୍ୱାର୍ଡ   ପଠାଇବାର ପ୍ରୟାସ  କରନ୍ତି |
  • ଅଧିକାଂଶ  ମହିଳା  ବହୁତ  ଖାତା ପାଇଁ  ଏକା କ୍ରେଡିଏନସିଆଲ ର  ଉପଯୋଗ  କରନ୍ତି , ଯାହା  ଦ୍ୱାରା  ସାଇବର  ଅପରାଧୀ ଙ୍କୁ  ଆପଣଙ୍କ ସବୁ ଖାତା  ପର୍ଯ୍ୟନ୍ତ ପହଂଚି ବାରେ ସାହାଯ୍ୟ କରେ  ଯଦି  ଏହା  ଆପଣଙ୍କ ବ୍ୟାଙ୍କିଙ୍ଗ ସୂଚନା  ଅର୍ଜିତ  କରନ୍ତି |

ମୋବାଇଲ  ବ୍ୟାଙ୍କିଙ୍ଗ :

  • ଡିଜିଟାଲ ରୂପରେ  ସାକ୍ଷର   ବିନା  ସେମାନେ  ନକାଳୀ  ବ୍ୟାଙ୍କିଙ୍ଗ  ଆପ  ଡାଉନଲୋଡ଼  କରିପାରନ୍ତି ଯାହା  ସାଇବର  ଅପରାଧୀ  ମେଲ  ମାଧ୍ୟମରେ  ପଠାନ୍ତି | ସେମାନେ  ପ୍ରାୟ  ବାଙ୍କ ଙ୍କ  ଲୋଗୋ  ସହିତ   ମାମୂଲୀ  ପରିବର୍ତ୍ତନ ସହିତ  ମେଲ  ପଠାନ୍ତି | ଯାହାଦ୍ୱାରା  ବୈଧ  ଵେବସାଇଟ  ପରି  ଦେଖା  ଯାଏ | ଏହି  ଲିଙ୍କ ରେ  କ୍ଲିକ  କରିକି  ଏପିଲିକେଶନ  ଇଂସ୍ଟଲ କରିପାରନ୍ତି |  ସେମାନେ ଏହି  ଏପିଲିକେଶନ   ମାଧ୍ୟମରେ ଲେନଦେନ  କରନ୍ତି ଏବଂ   ଆପଣଙ୍କ ବ୍ୟାଙ୍କିଙ୍ଗ  ସୂଚନା  ଭୁଲ ହାତରେ ପଡିପାରେ |
  • ମହିଳାଙ୍କୁ ନିଜର ଅନଲାଇନ  ସାଙ୍ଗ  ଦ୍ବାରା  ଅନଲାଇନ  ଷ୍ଟୋର  ରୁ  ଆପ  ଡାଉନଲୋଡ଼  କରିବାର ଉପଦେଶ  ଦିଆଯାଏ ଯାହା   ବ୍ରାଣ୍ଡେଡ  ଉତ୍ପାଦନ  ପାଇଁ  ଭଲ  ପ୍ରସ୍ତାବ  ଦେଇଥାଏ | ଏହି  ଆପ  ଦୁର୍ଭାବନାପୂର୍ଣ  ହୋଇପାରେ | ଯେବେ  ଏହି  ସ୍ଥାପିତ  ହୋଇଯାଏ  ତେବେ  ସେମାନଙ୍କ  ସହମତି  ବିନା ଥରେ ଏସଏମଏସ  ପ୍ରମାଣୀକରଣ  ପାସ୍ୱାର୍ଡ  ଚୋରାଇ ଥାଏ |
  • ଏହି  ଟେକ୍ସଟ  ମେସେଜ  ଫରଦ  (ଏସଏମଏଏସିଙ୍ଗ ) ପରିଚୟର  ଚୋରୀ  ବା  ଭିତତୀୟ  ଲାଭର  ଉଦ୍ଦେଶ୍ୟରେ  ବ୍ୟକ୍ତିଗତ  ଏବଂ  ସୁରକ୍ଷା  ସୂଚନା  ପ୍ରାପ୍ତ  କରିବାର ପ୍ରୟାସ  ରେ  ଜାଲ୍ସାଜ ଙ୍କ  ଦ୍ବାରା ବ୍ୟବହାର କରାଯିବ ଵାଲା  ଏକ  ସାମାନ୍ୟ  ଟେକନିକ | ଜାଲ୍ସାଜ  ମହିଳାଙ୍କୁ  ପାଠ  ସନ୍ଦେଶ  ପଠାନ୍ତି ଯାହା  ଆପଣଙ୍କ  ବ୍ୟକ୍ତିଗତ  ବିବରଣୀ  ର ଆପୂର୍ତ୍ତି  କରିବାରେ ଆପଣଙ୍କୁ  ମୂର୍ଖ  ବନିବର  ପ୍ରୟାସ ରେ ବୈଧ  ସଂଖ୍ୟା  ରୁ ଆସେ |

ମୋବାଇଲ  ବ୍ୟାଙ୍କିଙ୍ଗ :

  • ଡିଜିଟାଲ ରୂପରେ  ସାକ୍ଷର   ବିନା  ସେମାନେ  ନକାଳୀ  ବ୍ୟାଙ୍କିଙ୍ଗ  ଆପ  ଡାଉନଲୋଡ଼  କରିପାରନ୍ତି ଯାହା  ସାଇବର  ଅପରାଧୀ  ମେଲ  ମାଧ୍ୟମରେ  ପଠାନ୍ତି | ସେମାନେ  ପ୍ରାୟ  ବାଙ୍କ ଙ୍କ  ଲୋଗୋ  ସହିତ   ମାମୂଲୀ  ପରିବର୍ତ୍ତନ ସହିତ  ମେଲ  ପଠାନ୍ତି | ଯାହାଦ୍ୱାରା  ବୈଧ  ଵେବସାଇଟ  ପରି  ଦେଖା  ଯାଏ | ଏହି  ଲିଙ୍କ ରେ  କ୍ଲିକ  କରିକି  ଏପିଲିକେଶନ  ଇଂସ୍ଟଲ କରିପାରନ୍ତି |  ସେମାନେ ଏହି  ଏପିଲିକେଶନ   ମାଧ୍ୟମରେ ଲେନଦେନ  କରନ୍ତି ଏବଂ   ଆପଣଙ୍କ ବ୍ୟାଙ୍କିଙ୍ଗ  ସୂଚନା  ଭୁଲ ହାତରେ ପଡିପାରେ
  • ମହିଳାଙ୍କୁ ନିଜର ଅନଲାଇନ  ସାଙ୍ଗ  ଦ୍ବାରା  ଅନଲାଇନ  ଷ୍ଟୋର  ରୁ  ଆପ  ଡାଉନଲୋଡ଼  କରିବାର ଉପଦେଶ  ଦିଆଯାଏ ଯାହା   ବ୍ରାଣ୍ଡେଡ  ଉତ୍ପାଦନ  ପାଇଁ  ଭଲ  ପ୍ରସ୍ତାବ  ଦେଇଥାଏ | ଏହି  ଆପ  ଦୁର୍ଭାବନାପୂର୍ଣ  ହୋଇପାରେ | ଯେବେ  ଏହି  ସ୍ଥାପିତ  ହୋଇଯାଏ  ତେବେ  ସେମାନଙ୍କ  ସହମତି  ବିନା ଥରେ ଏସଏମଏସ  ପ୍ରମାଣୀକରଣ  ପାସ୍ୱାର୍ଡ  ଚୋରାଇ ଥାଏ
  • ଏହି  ଟେକ୍ସଟ  ମେସେଜ  ଫରଦ  (ଏସଏମଏଏସିଙ୍ଗ ) ପରିଚୟର  ଚୋରୀ  ବା  ଭିତତୀୟ  ଲାଭର  ଉଦ୍ଦେଶ୍ୟରେ  ବ୍ୟକ୍ତିଗତ  ଏବଂ  ସୁରକ୍ଷା  ସୂଚନା  ପ୍ରାପ୍ତ  କରିବାର ପ୍ରୟାସ  ରେ  ଜାଲ୍ସାଜ ଙ୍କ  ଦ୍ବାରା ବ୍ୟବହାର କରାଯିବ ଵାଲା  ଏକ  ସାମାନ୍ୟ  ଟେକନିକ | ଜାଲ୍ସାଜ  ମହିଳାଙ୍କୁ  ପାଠ  ସନ୍ଦେଶ  ପଠାନ୍ତି ଯାହା  ଆପଣଙ୍କ  ବ୍ୟକ୍ତିଗତ  ବିବରଣୀ  ର ଆପୂର୍ତ୍ତି  କରିବାରେ ଆପଣଙ୍କୁ  ମୂର୍ଖ  ବନିବର  ପ୍ରୟାସ ରେ ବୈଧ  ସଂଖ୍ୟା  ରୁ ଆସେ |

ଜେବ :

  • ବହୁତ ଇ -ଜେବ ଉପଲବ୍ଧ   ଅଛି , ସେଥିପାଇଁ  ନୂଆ  ଉପଭୋଗକର୍ତ୍ତା ଙ୍କ ପାଇଁ ଏକ  ଭରସାଯୋଗ୍ୟ  କୁ ବାଛିବା  ମୁଶ୍କିଲ  ହୋଇଥାଏ | ସେମାନେ ନକଲି  ଇ -ପର୍ସ  ବାଛିବାରେ  ସମାପ୍ତ ହୋଇଯାଇପାରନ୍ତି | ଫିଲ୍ମ  ଟିକେଟ ର ଅନଲାଇନ   କିଣାକିଣି ଏବଂ  କିଣିବା ବେଳେ ସେମାନଙ୍କୁ ଏହି  ଇ -ଜେବ କୁ ରିହାତି ଲାଭର ଲୋଭରେ ଡାଉନଲୋଡ଼  କରିବା  ପାଇଁ  ନିଜର ସାଙ୍ଗଙ୍କ  ଅନୁରୋଧ  ମିଳିପାରେ |
  • ଇ -ପର୍ସ ସେବା  ଅନ୍ୟ  ସେବାଙ୍କ ଠାରୁ ଅଲଗା ଯେମିତି  କାବ  ବୁକିଂ , ଖାଦ୍ୟ   ପଦାର୍ଥ , ପରିବହନ  / ହୋଟେଲ  ବୁକିଂ  ଆଦି  ଏକା ସାଙ୍ଗରେ କରାଯାଏ , ଯାହା ପ୍ରାୟତ୍ତ ମହିଳାମାନେ  ନିୟମିତ  ଆଧାର  ର  ଉପଯୋଗ  କରନ୍ତି | ସେମାନେ  ତୃତୀୟ  ପକ୍ଷ   ବିକ୍ରେତାର  ଜୋଖିମ  ର  ସମ୍ପର୍କ  ରେ ଥାନ୍ତି |. ଇ -ପର୍ସ  ସହ ଜଡିତ ଏହି  ସେବା  ର  ଉପଯୋଗ  ରୁ ତାଙ୍କର  ବ୍ୟକ୍ତିଗତ ସୂଚନା  ଏବଂ  ବ୍ୟାଙ୍କିଙ୍ଗ  ସୂଚନା ଖଟରେ  ଥାଏ |

ଆଧାର  ଆଧାରିତ  ଭୁଗତାନ:

  • ପେମେଂଟ ଆଧାର  ଆଧାରିତ  ଭୁଗତାନ  ଆପଣଙ୍କ ବାୟୋମେଟ୍ରିକ  ପରିଚୟକୁ  ବିପଦରେ ପକାଇପାରେ ଯଦି  ଲେନଦେନ  ପାଇଁ ପ୍ରମାଣୀକରଣ  ସାଇବର  ଅପରାଧୀ  ଦ୍ବାରା  ହାକ  କରାଯାଏ |

ବିଭିନ୍ନ  ଡିଜିଟାଲ  ଲେନଦେନ  ବିଧିର  ଉପଯୋଗ  କରିବା  ସମୟରେ ବିପଦରୁ  କେମିତି ବଂଚିବେ

  • ଏକ  କଠିନ ଅନୁମାଣିତ  ପାସ୍ୱାର୍ଡ  ର  ଉପଯୋଗ  କରନ୍ତୁ  ଯେଉଁଥିରେ ଉପର ଏବଂ ତଳ ବର୍ଣ୍ଣମାଳା, ସଂଖ୍ୟା  ଏବଂ  ପ୍ରତୀକ  ଥିବା
  • ସବୁ ଅନଲାଇନ ଖାତା ପାଇଁ  ଗୋଟିଏ  ଉପଭୋଗକର୍ତ୍ତା ର  ନାଁ  ଆଉ  ପାସ୍ୱାର୍ଡ  ର  ଉପଯୋଗ  କରନ୍ତୁ ନାହିଁ |
  • ଯେତେ ଥର ହେଇ ପାରେ ପାସ୍ୱାର୍ଡ ବଦଳାନ୍ତୁ , କିନ୍ତୁ କାମ  ସେ  କାମ  ସବୁ  ତିନି ମାସରେ |
  • ନିଜର ପାସ୍ୱାର୍ଡ ବା  ଉପଭୋଗକର୍ତ୍ତା  ର  ପରିଚୟର ସୂଚନା  ସହଭାଗ କରନ୍ତୁ ନାହିଁ |
  •  ନିଜର ଲେନଦେନ  କୁ ପୂରା  କରିବା ପରେ  ବାଙ୍କ , କ୍ରେଡିଟ  କାର୍ଡ  ଏବଂ  ମୋର୍ଛଏଣ୍ଟ  ସାଇଟ ରେ   ସବୁବେଳେ  ଲୋଗ  ଆଉଟ  କରନ୍ତୁ |
  • ନିଜର କମ୍ପୁଟର କୁ  ମୋର୍ଛଏଣ୍ଟ  ବି  ବ୍ୟାଙ୍କିଙ୍ଗ  ୱେବ୍ସାଇଟଙ୍କ ପାଇଁ  ଉପଭୋଗକର୍ତ୍ତା  ନାଁ  ଆଉ  ପାସ୍ୱାର୍ଡ  ସଂଗ୍ରହୀତ  କରିବାର  ଅନୁମତି  ଦିଅନ୍ତୁ ନାହିଁ
  • ଅନଲାଇନ ସାଇଟ ପାଇଁ  ସୁରକ୍ଷା  ପ୍ରଶ୍ନ  ସେଟ  କରିବା  ସମୟ , ଆପଣଙ୍କ  ବ୍ୟକ୍ତିଗତ ସୂଚନା   ସମ୍ବନ୍ଧିତ  ଭୁଲ  ସୂଚନା ର  ଉପଯୋଗ  କରନ୍ତୁ , ଏବଂ  ନିଜର  ଉତ୍ତର  ଉପରେ  ନାଜ଼ାର  ରଖନ୍ତୁ |
  • ସୁରକ୍ଷିତ ଅନଲାଇନ ଲେନ -ଦିନ  କେବଳ  ଏକ  ୱେବସାଇଟ  ରେ  ଯାହା ହେବ କଥା  "ଏଚଟିଟିପିଏସ  : //" ରୁ ଆରମ୍ଭ ହୋଇଥାଏ | ୱେବ  ଠିକଣା ର  ଆରମ୍ଭରେ  "ଏଚଟିଟିପି" ପରେ  "ଏସ"  ବିନା  କୌଣସି  ବିକ୍ରେତା  ଉପରେ  ଭରସା  କରନ୍ତୁ ନାହିଁ |
  • ସବୁ ଇଣ୍ଟେର୍ନେଟ କିଣାକିଣି ଏବଂ  ଲେନଦେନ ର  ରୀକରଦ  ରଖନ୍ତୁ , ଏବଂ  ତାହାର  ତୁଳନା  ମାସିକ  ରୂପରେ  କ୍ରେଡିଟ  କାର୍ଡ  ଆଉ  ବାଙ୍କ  ଷ୍ଟେଟମେଣ୍ଟ  ରେ କରନ୍ତୁ | କାର୍ଡ  ଜାରୀ  କରିବା ବାଳକୁ କୌଣସି ବି  ଏପଟସେପଟ କୁ  ତୁରନ୍ତ  ରିପୋର୍ଟ  କରନ୍ତୁ |
  • ଆପଣଙ୍କ ପ୍ରତ୍ୟେକ କ୍ରେଡିଟ  କାର୍ଡ  ଢ଼ୋଖାଧାଡି  ସଂରକ୍ଷଣ  ଆଉ ଡାଟା  ସଂରକ୍ଷଣ ରୂପ ରେ  କଣ  ପ୍ରଦାନ  କରନ୍ତି | ଜାଣିରଖନ୍ତୁ  କି  ଆପଣଙ୍କ  ଢ଼ୋଖାଧାଡି  ସଂରକ୍ଷଣ  କବରଜ ପାଇଁ  ଦଳର  ର  ରାଶି  ର ସୀମା କଣ |
  • ସବୁବେଳେ ଏକ ମଜବୂତ  ଏନ୍ଟି -ଵାୟର୍ସ  ଆଉ  ଫାୟାରୱେଲ  ସୁରକ୍ଷା  କାର୍ଯ୍ୟକ୍ରମ  ରେ  ସବୁଠାରୁ  ଅଦ୍ୟଟିତ  ସଂସ୍କରଣ  ର  ଉପଯୋଗ  କରନ୍ତୁ |
  • ଉପଲବ୍ଧ  ହେବ ପରେ ନିଜର  ଏନ୍ଟିଵାୟର୍ସ  ଆଉ   ଫାୟାରୱେଲ କାର୍ଯ୍ୟକ୍ରମରେ  ଅପଡେଟ  ଡାଉନଲୋଡ଼  କରନ୍ତୁ  ଆଉ  ଲାଗୂ  କରନ୍ତୁ | ଏହା ସୁନିଶ୍ଚିତ  କରିବା ପାଇଁ ଆପଣଙ୍କ  କାର୍ଯ୍ୟକ୍ରମରେ ନୂଆ  ଘୋଟାଲା  ଆଉ  ହାଇକର  ବିଷୟରେ  ନବୀନତମ  ସୂଚନା ଅଛି |
  • ନିଜର କମ୍ପୁଟର ରେ  ନିୟମିତ  ରୂପରେ  ଵାୟର୍ସ  ସ୍କାନ  ଚାଲାନ୍ତୁ |
  • ଏକ ଆଡ଼ -ବଲୋକିଙ୍ଗ ସଫ୍ଟୱାର  ପ୍ରୋଗ୍ରାମ  ଆଉ  ଏକ  ସ୍ପାଇବାର ଡିଟେକ୍ଷ୍ନ ପ୍ରୋଗ୍ରାମ  ର  ଉପଯୋଗ  କରନ୍ତୁ | ଏହି କାର୍ଯ୍ୟକ୍ରମକୁ  ଅଦ୍ୟତନ  ରଖନ୍ତୁ ଆଉ ସ୍କାନ  ଅକ୍ସର  ତାଙ୍କ  ସାଥିରେ  ଚାଲନ୍ତି |
  • "ସୁବିଧା ଭୁଗତାନ " ଭୁଗତାନ ବିକଳ୍ପ  ବା  "ବନ-କ୍ଲିକ  ଅଦାରିଙ୍ଗ " ର  ଉପଯୋଗ  କରନ୍ତୁ ନାହିଁ | କୌଣସି  ବ୍ୟପାରୀ  ସାଇଟ  ରେ ଉପଭୋଗକର୍ତ୍ତା  ନାଁ  ଆଉ  ପାସ୍ୱାର୍ଡ  ଦର୍ଜ  କରିବା ପାଇଁ  କଉଛି  ଅତିରିକ୍ତ  ସେକଣ୍ଡ  ଲାଗେ କିନ୍ତୁ  ପ୍ରାୟ  ଅନଲାଇନ  କ୍ରେଡିଟ  କାର୍ଡ  ଢ଼ୋଖାଧାଡି ରୁ ବାହାରିବା ପାଇଁ ମାସ ମାସ ଲାଗିଯାଏ |
  • ନିଜର  ଇଣ୍ଟେର୍ନେଟ  ବ୍ରାଉଜ଼ର ର ସବୁଠାରୁ  ଅଦ୍ୟଟିତ  ସଂସ୍କରଣ ର  ଉପଯୋଗ  କରନ୍ତୁ | ୱେବ  ମାଧ୍ୟମରେ  ପଠାଯାଇଥିବା  ଡଟା  କୁ ପରିମାର୍ଜନ  ଆଉ  ସଂରକ୍ଷିତ  କରିବା ପାଇଁ  ସବୁଠାରୁ ଭଲ ଟେକନିକ  ର  ଉପଯୋଗ  କରନ୍ତୁ |

Source:

Page Rating (Votes : 0)
Your rating: