identity theftପରିଚୟ ଚୋରି ର ଅର୍ଥ ଜଣେ ବ୍ୟକ୍ତି ଙ୍କର ବ୍ୟକ୍ତିଗତ ଏବଂ ଆର୍ଥିକ ତଥ୍ୟ କୁ ଅବୈଧ ଭାବେ ଉପଯୋଗ କରିବା |

ପରିଚୟ ଚୋରି ର ଶିକାର ପ୍ରାୟତ୍ତ ସ୍ତ୍ରୀଲୋକ ମାନେ ହୁଅନ୍ତି | ଯଦିଓ ଆପଣ ଜଣେ କର୍ମଚାରୀ ବା ବେରୋଜଗାର ବା ଵିଭାହିତ ଅଥବା ଅବିଭାହିତ ପରିଚୟ ଚୋରି ସମସ୍ତଙ୍କ ସାଙ୍ଗରେ ହୋଇପାରିବ |ଆପଣ ମାନେ ଜାଣିବା ଦରକାର କେଉଁ ସବୁ ଉପାୟ ରେ ପରିଚୟ ଚୋରି ସ୍ତ୍ରୀଲୋକ ମାନଙ୍କ ସାଙ୍ଗରେ ଘଟିଥାଏ |

ପରିଚୟ ଚୋରି କିପରି ଘଟିଥାଏ ?

1.ଅନଲାଇନ୍ ଟ୍ୟାକ୍ସି ବୁକିଂ ଆପ୍ସ

taxiଆଜିକାଲି ଅନଲାଇନ୍ ଟ୍ୟାକ୍ସି ବୁକିଂ ଦ୍ୱାରା ଯାତ୍ରା ଆହୁରି ଅଧିକ ସୁବିଧା ଜନକ ହୋଇଯାଇଛି | ପଞ୍ଜୀକରଣ କରିବା ପାଇଁ ଆମକୁ ନାମ , ମୋବାଇଲ ନମ୍ବର ଏବଂ ଈମେଲ ଇତ୍ୟାଦି ବ୍ୟକ୍ତିଗତ ସୂଚନା ଯୋଗେଇବାକୁ ପଡେ |

ଟ୍ୟାକ୍ସି ବୁକିଂ କଲା ବେଳେ ଆମର ମୋବାଇଲ ନମ୍ବର ଟ୍ୟାକ୍ସି ଚାଳକ କୁ ଦିଆଯାଇଥାଏ | ତେଣୁ ଟ୍ୟାକ୍ସି ଚାଳକ ମୋବାଇଲ ନମ୍ବର ର ଦୁର୍ବ୍ୟବହାର କରିବାର ସମ୍ଭାବନା ରହିଥାଏ |

  • ଇଣ୍ଟରନେଟ ଏବଂ ସାଧାରଣ ବ୍ୟବହାର ପାଇଁ ଦୁଇଟି ଅଲଗା ଅଲଗା ଫୋନ ନମ୍ବର ବ୍ୟବହାର କରନ୍ତୁ |
  •  ନିଜର ଯାତ୍ରା ସୂଚନା ସଂରକ୍ଷଣ କରନ୍ତୁ|
  •  ଟ୍ୟାକ୍ସି ଚାଳକ ସହିତ ଅଯଥା କଥା ବାର୍ତା କରନ୍ତୁ ନାହିଁ |
  •  ଯାତ୍ରା ପଥ ପ୍ରତି ସଜାଗ ରୁହନ୍ତୁ

2.ବୈବାହିକ ୱେବ୍‌ସାଇଟ୍/ଅନଲାଇନ୍ ଡେଟିଂ

matromonialଆଜିକାଲି ବିବାହ ପ୍ରସ୍ତାବ ସବୁ ବୈବାହିକ ୱେବ୍ସାଇଟ୍ ଦ୍ୱାରା ସମ୍ଭବ ହେଉଛି ତେଣୁ ଅନଲାଇନ୍ ଡେଟିଂ ଅଥବା ଚ୍ୟାଟିଙ୍ଗ ଖୁବ ସାଧାରଣ ହୋଇଗଲାଣି |

ବହୁତ ଲୋକମାନେ ନିଜର ଭୁଲ ଫଟୋ ଏବଂ ବେତନ ପଞ୍ଜୀକରଣ କରନ୍ତି | ସେମାନେ ଫୋନ ନମ୍ବର /ଈମେଲ /ପରିବାର ସମ୍ପର୍କୀୟ ତଥ୍ୟ ଅଦଳ ବଦଳ କରନ୍ତି |

  • ଆପଣ ମାନେ ନିଜର ସୂଚନା ଅଦଳ ବଦଳ କରିବା ପୂର୍ବରୁ ଯଉଁ ବିବାହ ପ୍ରସ୍ତାବ ଦେଖୁଛନ୍ତି ତାହା ଠିକ କି ନୁହଁ ଯାଞ୍ଚ କରି ନିଅନ୍ତୁ |
  •  ପରିବାର ସାଙ୍ଗରେ ତାଙ୍କୁ ଦେଖା କରନ୍ତୁ |

3.ନକଲି ଓଜନ ଘଟାଇବା / ସୌନ୍ଦର୍ଯ୍ୟ ଆପ୍ପ /ଯାତ୍ରା ଏବଂ ହୋଟେଲ ବୂକିଙ୍ଗ ଆପ୍ସ

appସୋସିଆଲ ମେଡିଆ ରେ ଆଜିକାଲି ନକଲି ଓଜନ ଘଟାଇବା / ସୌନ୍ଦର୍ଯ୍ୟ ଆପ୍ପ ବିଜ୍ଞାପନ ଦ୍ୱାରା ପ୍ରଚାରିତ କରାଯାଉଛି | ସେମାନେ ମାଗଣା ରେ ମାସେ /ସପ୍ତାହେ ପରୀକ୍ଷଣ କରିବା ପାଇଁ ଦିଅନ୍ତି |ସେମାନେ ପୂର୍ବରୁ ପଞ୍ଜୀକରଣ କରିବା ପାଇଁ ଆମକୁ ବ୍ୟାଙ୍କ ର ବ୍ୟକ୍ତିଗତ ସୂଚନା ଯୋଗେଇବାକୁ ପଡେ | ସେମାନେ ଆମକୁ ଈମେଲ ଦ୍ୱାରା ପରୀକ୍ଷଣ ସମୟ ର ସମାପ୍ତି ସୂଚନା ଦେବେ ବୋଲି କହିଥାନ୍ତି |ଯାତ୍ରା ଏବଂ ହୋଟେଲ ବୂକିଙ୍ଗ ଆପ୍ସ ରେ ଅଧିକ ରିହାତି ଦେଇ ଲୋକ ମାନଙ୍କୁ ନିଜ ଆପ୍ସ ବ୍ୟବହାର କରିବା ପାଇଁ ଉକ୍ସାନ୍ତି|ସେଇ ସବୁ ବିଜ୍ଞାପନ ଦେଖି ଲୋକମାନେ ଠକାମୀ ରେ ପଡନ୍ତି କାରଣ ତାଙ୍କ ନାମରେ କୌଣସି ହୋଟେଲ /ଟିକେଟ ବୂକିଙ୍ଗ ହୋଇନଥାଏ |

  • ବ୍ୟାଙ୍କ ର ବ୍ୟକ୍ତିଗତ ସୂଚନା ଯୋଗେଇବା ଆଗରୁ ସର୍ତ୍ତାବଳୀ ଏବଂ ନିୟମ ପଢନ୍ତୁ |
  •  ଯାତ୍ରା ର ପୂର୍ବରୁ ଯାତ୍ରାକ୍ରମ ଏବଂ ଉଡ଼ାଜାହାଜ /ହୋଟେଲ ୱେବ୍ସାଇଟ ପରୀକ୍ଷଣ କରି ମୂଲ୍ୟ ଦିଅନ୍ତୁ |

4.ସ୍ତ୍ରୀ ସସ୍ତ୍ରୀକରଣ ଯୋଜନା

ସ୍ତ୍ରୀ ସସ୍ତ୍ରୀକରଣ ଯୋଜନା ର ବହୁତ ଦୁରଓପଯୋଗ କରାଯାଏ |
ମାଧ୍ୟସ୍ଥି ମାନେ ସମସ୍ତଙ୍କୁ ଯୋଜନା ଏବଂ ତାର ଫାୟଦା ବିଷୟରେ ବୂଝାନ୍ତି| ସେମାନେ ସମସ୍ତଙ୍କର ଭରସା ଜିତି ତାଙ୍କର ଏବଂ ତାଙ୍କ ପରିବାର ର ନାମ ପଞ୍ଜିକରଣ କରନ୍ତି | କିନ୍ତୁ ସମସ୍ତଙ୍କର ସୂଚନା ନେଲାପରେ ବି ଲୋକମାନଙ୍କୁ ଯୋଜାନା ର ଫାୟଦା ମିଳିନଥାଏ |

  • ତେଣୁ ସାରକାରୀ ଯୋଜନା ର ଫାୟଦା ପାଇବା ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ ଦଫ୍ତର ରେ ସମ୍ପର୍କ କରନ୍ତୁ
  •  ଆପଣଂକର ନିକଟତମ ବ୍ୟାଙ୍କ ସଖାକୁ ଯାଇ ନିଜର ଖାତା ଖୋଲନ୍ତୁ |

5.ଘରୁ କାମ କରିବା / ଚାକିରୀ ପୋର୍ଟାଲସ

workଗୃହିଣୀ ମାନଙ୍କୁ ଘରୁ କାମ କରିବା ର ଭଲ ମୂଲ୍ୟ ଦେଖାଇ ତାଙ୍କୁ ଜାଲ ଫସାନ୍ତି |
ପଞ୍ଜୀକରଣ କରିବା ପାଇଁ ଆମକୁ ବ୍ୟକ୍ତିଗତ /ବ୍ୟାଙ୍କ ସୂଚନା ଯୋଗେଇବାକୁ ପଡେ ଏବଂ କାମ ପାଇବା ପାଇଁ ଗୋଟିଏ ବଡ ରକମ ଦେୟ କରିବାକୁ ପଡେ |

କିନ୍ତୁ ସେମାନଙ୍କୁ କୁହାଯାଇଥିବା ରକମ କାମ ସାରିବା ପରେ ମଧ୍ୟ ଦିଆଯାଏ ନାହିଁ | ପଞ୍ଜୀକରଣ କରିବା ପାଇଁ ଦିଆଯାଇଥିବା ରକମ ବି କାମ ଛାଡିଲା ପରେ ଫେରି ପାଇଁ ନଥାନ୍ତି |

ପରିଚୟ ଚୋରି କରିବା ଲୋକମାନେ ସବୁବେଳେ ଚାକିରୀ ପୋର୍ଟାଲସ ରେ ଚାକିରୀ ବଦଳାଇବାକୁ ଇଛୁକ ଲୋକ ମାନଙ୍କୁ ଖୋଜୁଥାନ୍ତି | ସେମାନେ ଭୁଲ ଚାକିରୀ ଦେବା ବାହାନା ରେ ଆପଣ ମାନଙ୍କୁ ଫୋନ୍ରୁଏ କରନ୍ତି | ସେମନରେ ଆପଣ ଚାକିରୀ ପୋର୍ଟାଲସ ରେ ଦେଇଥିବା ତଥ୍ୟ ସବୁ କହି ଆପଣଙ୍କ ଭରସା ଜିତିଥାନ୍ତି |

  • ପ୍ରଥମେ କମ୍ପାନୀ ବିଷୟରେ ଜାଣି ତାପରେ ଚାକିରୀ ଗ୍ରହଣ କରନ୍ତୁ |
  •  କେବେ ଭି ଆପଣ ଚାକିରୀ ପୋର୍ଟାଲସ ରେ ସନ୍ଧାନ କରୁଥିବା ଶବ୍ଦ ଗୁଡିକ ସଂରକ୍ଷିତା କରନ୍ତୁ ନାହିଁ |

6.ବ୍ଳଗ୍ଗିଙ୍ଗ ଘୋଟଲା

bloggingବ୍ଳଗର୍ଵ ମାନେ ତାଙ୍କର ଲେଖା ସବୁ ଅନଲାଇନ୍ ପ୍ରକାଶିତ କରନ୍ତି | ଯଦି ଏହି ଲେଖା ସବୁ ସମସ୍ତଙ୍କୁ ବ୍ୟବହାର କରିବାକୁ ଦିଆଯାଇଥାନ୍ତା ତେବେ, ଲୋକ ମାନେ ଲେଖକଙ୍କର ରୂପ ଧାରଣ କରି ନିଜର ଆର୍ଥିକ ଫାୟଦା କରିଥାନ୍ତେ |

  • ତେଣୁ ନିଜର ଲେଖା କୁ ଅନଲାଇନ୍ ପ୍ରକାଶିତ କରିବା ପୂର୍ବରୁ ପ୍ରକାଶନାଧିକୃତ କରନ୍ତୁ |
Page Rating (Votes : 1)
Your rating: