ବର୍ତମାନ  ପାଇଁ  ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ଆମ ମାନଙ୍କ ମଧ୍ୟରୁ  ଅଧିକାଂଶ  ସଂଚାର  ର  ପସନ୍ଦର  ସାଧନ  ରୂପରେ  ବିକାଶିତ ହୋଇଛି | ସହଜରେ ସମ୍ବାଦ  କରିବା ର  କ୍ଷମତା  ରେ  ବ୍ୟାପାର  ଆଉ  ବ୍ୟକ୍ତିଗତ  ସଂଚାର  ପାଇଁ  ଏକ  ଆଦର୍ଶ  ମାଧ୍ୟମ  ବନାଇଥାଏ |  ଦୁର୍ଭାଗ୍ୟ  ଯେ , ଅନ୍ଲାଇନ୍ରୁ  ସଂଚାର  ର କୌଣସି  ଅନ୍ୟ  ସାଧନ  ଭଳି  ତ୍ୱରିତ  ସନ୍ଦେଶ  ରେ ବି ବିପଦ ଅଛି |  ମୁଖ୍ୟ  କାରଣ  ହେଉଛି ଏହି ଆପ  ଉପୟୋଗକର୍ତ୍ତା  ଙ୍କ ମଧ୍ୟ ରେ ଏତେ  ବଡ  ହିଟ  କାରଣ ଏହା  ଉପଯୋଗ  କରିବା  ସହଜ ଏବଂ  ଅଧିକ  ମହତ୍ବପୂର୍ଣ ଏହା ନିଶୁଲ୍କ | କିଛି  ଇନ୍ଷ୍ଟଏଣ୍ଟ  ମେସେଞ୍ଜର ହ୍ୱାଟ୍ସଅପ ସ୍ନାପଛଟା , ବାଇବାର , ଵୀଛାଟ  ଆଉ ବି କିଛି |

ମୋବାଇଲ  ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ର ଆଶଙ୍କା

ଆଜିର  ଦୁନିଆରେ   ମହିଳାମାନେ  ଜୀବନ  ର  ସବୁ କ୍ଷେତ୍ର ରେ  ଅଗ୍ରଣୀ |  ସମକାଳୀନ  ଦୁନିଆରେ  ଏହି  ସ୍ଥିତି | ମହିଳାମାନେ  ଏବେ ବି ପୀଡିତ  |  ବ୍ୟକ୍ତିଗତ  ଆଉ  ବ୍ୟବସାୟିକ  ଜୀବନ  ରେ କଷ୍ଟ ଆଉ କ୍ଷତି ଉଠାଉଛନ୍ତି | ଇଣ୍ଟେର୍ନେଟର ପହଂଚିବାର ଗତି ଆଉ ବିଭିନ୍ନ  ଉପକରଣର ମାଧ୍ୟମ  ରେ  ସୂଚନାର  ପ୍ରସାର  ନୂଆ  ଅବସର  କୁ  ପ୍ରସ୍ତୁତ  କରୁଛି  ଏବଂ ଏମିତି ବିପଦ ବି ଅଛି ଯାହା ମହିଳାମାନଙ୍କୁ ବିପଦ ରେ ପକାଇପାରିବ |  ମହିଳାମାନଙ୍କ   ଖିଲାଫରେ  ସାଇବର  ବିପଦ ରୁ   ସୁରକ୍ଷିତ  ରହିବା  ପାଇଁ ଉପାୟ ଜାଣିବା ପାଇଁ  ଚେଷ୍ଟା କରିବା ଊଛୀଟ |

ଏଇ  ଝଟପଟ  ସନ୍ଦେଶ ବାହକଙ୍କ  ଉପଯୋଗ  କରିବା ପାଇଁ  କିଛି ଜ୍ୱାସୁବିଧା ରହିଛି ଏବଂ ଏହାଠାରୁ କେମିତି ରକ୍ଷା ପାଇବା ତାହା ଦେଖିବା ଉଚିତ |

  • ସଂବେଦନଶୀଳ  ସୂଚନା  ତ୍ବରିତ  ସନ୍ଦେଶ  ସେବା ର

ବହୁତ  ଅନୁପ୍ରୟୋଗ  ବ୍ୟକ୍ତିଗତ ସୂଚନା  କୁ  ଉଜାଗର  କରିବା ସୁବିଧା ହୋଇଯାଏ ଏବଂ ଏହାର ଉପଯୋଗ  ପ୍ରତାରଣା   ର  ଉଦ୍ଦେଶ୍ୟ ପାଇଁ କରାଯାଇଥାଏ | ଏହା ମଧ୍ୟରୁ  ଅଧିକାଂଶ  କୌଣସି  ବ୍ୟକ୍ତିଙ୍କ  ପ୍ରୋଫାଇଲ  ପିକ୍ଚର  ସହ ଜଡିତ ଥାନ୍ତି |  ଏହା  ଆପଣଙ୍କ  ଫୋନ  ନମ୍ବର  ଥିବା କୌଣସି ବି ବ୍ୟକ୍ତି ଙ୍କ ଦ୍ୱାରା ବ୍ୟବହାର କରାଯାଇପାରେ |  ଏହା  ମହିଳାଙ୍କ  ଗୋପନୀୟତା  ପାଇଁ ek ବଡ  ବିପଦ ହୋଇପାରେ ଏବଂ ଏହାକୁ   ବହୁତ  ଗମ୍ଭୀରତା  ସହ ନେବା ଉଚିତ | ଏହା  ସୁନିଶ୍ଚିତ  କରିବା ର ଉପାୟ ର ତଲାଶ   କରିବା ଜରୂରୀ ଏବଂ କିଏ ସବୁ ମହିଳାମାନେ ଏହି ସୁରକ୍ଷା ର ଉପଯୋଗ କରୁଛନ୍ତି | ସାଇବର  ସ୍ପେସ  ରେ  ମହିଳା  ସୁରକ୍ଷା  ସର୍ବୋପରି ଅଟେ |

ସୁରକ୍ଷା  ସେଟିଂସ ର  ଯାଞ୍ଚ  କରିବା  ଆଉ  ନିଜର  ପ୍ରୋଫାଇଲ  ଫୋଟୋ ର   ବିଶେଷତା  ସମସ୍ତଙ୍କ  ଦ୍ବାରା  ଅକ୍ଷମ  କରିବା ସବୁବେଳେ ଉଚିତ |

ସୂଚନା ପ୍ରକାଶ ନକରିବା  - ଏକ  କେଶ  ଷ୍ଟଡି

କିଛି  ତ୍ୱରିତ  ସନ୍ଦେଶ   ସଂଚାର  କୁ  ଲୋଗ -ଫାଇଲ  ରେ ରଖିବାର  ଅନୁମତି  ଦେଇଥାଏ | ଲୋକଙ୍କର  ସଂବେଦନଶୀଳ  ତଥ୍ୟ ଥାଇପାରେ |  ଏକ  ମାମଲା  ସାମନା କୁ ଆସିଥିଲା |  ଯେଉଁଥିରେ  ଏକ  ହାଇକର ଏକ  କମ୍ପାନୀ  ର  ସିଇଓ  ର  ଲୋଗ  ଚୋରି କରି ଦେଇଥିଲେ |  ହାଇକର  ୱେବ ରେ  ବହୁତ  ସ୍ଥାନ ରେ ଲଗ ପୋଷ୍ଟ କରିଛନ୍ତି |  ଯାହାକୁ  ସବୁଠାରୁ  ଖରାପ କର୍ପୋରେଟ ତାହା ଏକ ଖରାପ  ସ୍ବପ୍ନ | ଲୋକମାନେ  ବ୍ୟବସାୟ  ଭାଗୀଦାର , କର୍ମଚାରୀ  ଆଉ ଏହା  ସମ୍ବଦ୍ଧିୟ  ୱେବସାଇଟ ବିଷୟରେ ସମ୍ବେଦନଶୀଳ  କମ୍ପାନୀ  ଡେଟ  ସବୁ ଲଗ  ପୋଷ୍ଟ  ପରେ କରନ୍ତି | କମ୍ପାନୀ  ର  ବରିଷ୍ଠ  କର୍ମଚାରୀ  ର  ବହୁତ  ସଦସ୍ୟ  ତ୍ୟାଗ ପତ୍ର ଦେଇଥିଲେ |

ଏହି  ମାମଲା  ଦେଖାଯାଏ କି ଯଦି କେହି  ହାଇକର  ତତ୍କାଳ  ସନ୍ଦେଶ  ର  ନିଗରାନୀ  କରିବାରେ  ସକ୍ଷମ  ହେଲେ ଏହା କେତେ ଖାତାରଣାଙ୍କ  ହେଇପାରେ କିନ୍ତୁ  ଲଗ -ଫାଇଲ  ଚୋରୀ  ହୋଇଗଲା |  କିନ୍ତୁ  ଡେଟ -ପେକେଟ  କୁ  ସୂଂଙ୍ଘିଲେ ବି ସେହି କ୍ଷତି ହେବ |

https://www.symantec.com/connect/articles/instant-insecurity-security-issues-instant-messaging

  • ନିଗରାଣି / ଟ୍ରେକିଙ୍ଗ:

ସ୍ଥାନ ସହଭାଗ  କରିକି   ମହିଳାଙ୍କୁ ଏକ  ଗମ୍ଭୀର  ବିପଦ | କେହି ବି ଅପରାଧୀ  ଯିଏ ଆପଣଙ୍କ  ନମ୍ବର  ଜାଣିଚି ସିଏ ଆପଣଙ୍କ ଯାତ୍ରା ର  ସାମାନ୍ୟ  ଦୈନଦିନ କାର୍ଯ୍ୟକ୍ରମ ଏବଂ ଏହା   ଅନୁସାରେ  ଅବୈଧ  ଗତିବିଧି  ର  ଯୋଜନା  ବନେଇବା ପାଇଁ ସ୍ଥାନୀୟ ସେବାକୁ ଧରି ପାରନ୍ତି |

କେବଳ  ଜାଣିଥିବା ଲୋକଙ୍କ  ସାଙ୍ଗରେ  ସ୍ଥାନୀୟ   ସେବାକୁ ଉପଯୋଗ କରନ୍ତୁ ଏବଂ  ଅଜଣା ବ୍ୟକ୍ତିଙ୍କ ସାଙ୍ଗରେ କିଛି ପ୍ରକାଶ କରନ୍ତୁ ନାହିଁ |

ହେଁକିଙ୍ଗ : 

ସ୍ମାର୍ଟ  ଫୋନ  ପାଇଁ ବହୁତ ଅନ୍ୟ   ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ଆପ  ର  ଯାଞ୍ଚ  କରାଯାଇଥିଲା  କି କେଉଁ ପ୍ରକାର  ବ୍ୟକ୍ତିଗତ  ସୂଚନା  କୁ  ସ୍ଥାନାନ୍ତରିତ  ଆଉ  ସଂଗ୍ରହୀତ  କରାଯାଇଥାଏ | ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ରେ ଠିକଣା ଏବଂ  ବ୍ୟକ୍ତିଗତ  ସୂଚନା  କୁ  ଆପ  ସର୍ବତ୍ର  ରେ ଇନ୍କ୍ରିପ୍ଟେଡ  ଟ୍ରାନ୍ସମିଟ  କରିବାର ଦୋଷ ଲଗାଯାଇଥିଲା | ଆଇଡି  ସହିତ  ବ୍ୟକ୍ତିଗତ  ସୂଚନା ତୃତୀୟ ପାର୍ଟି ପାଇଁ ଉପଲବ୍ଧ ରହୁଛି | ଅନ୍ୟ  ଲୋକଙ୍କ ର  ତ୍ବରିତ  ସନ୍ଦେଶ  ବାର୍ତାଳାପ   ପ୍ରାପ୍ତ  କରିବା  ଆଉ  ବ୍ୟକ୍ତିଗତ  ସୂଚନା  ପର୍ଯ୍ୟନ୍ତ ପହଂଚିବାର  ଉଦ୍ଦେଶ୍ୟ  ରେ  କିଛି  ଏପିଲିକେଶନ  ବିକାଶିତ  କରାଯାଇଥିଲା 

ସୁନିଶ୍ଚିତ  କରନ୍ତୁ  କି  ଆପଣ  ଯେଉଁ ଆପ୍ସ କୁ ବାଛନ୍ତି ତାହା ସବୁ ସୂଚନା କୁ  ଇନ୍କ୍ରିପ୍ଟେଡ  ରୂପ ରେ  ସର୍ବର କୁ ଟ୍ରାନ୍ସ୍ଫର  କରିଥାନ୍ତି |

  • ପ୍ରତିରୂପଣ

ବହୁତ  ଅଧିକ  ସଂବେଦନଶୀଳ ସୂଚନା  ହାଇକରସ ଙ୍କ ପାଇଁ  ଅନ୍ଲାଇନ୍ରୁ  ସଂଗ୍ରହୀତ  କରାଯାଇଥାଏ |  ଏକ  ହାଇକର  ତୁରନ୍ତ  ସନ୍ଦେଶ  ର  ମାଧ୍ୟମ  ରେ  ପାସ୍ୱାର୍ଡ , ସିଷ୍ଟମ  କୋଂଫିଙ୍ଗାରେଶନ  ର ସୂଚନା ଆଉ  ସଂବେଦନଶୀଳ  ଫାଇଲ  କୁ  ପ୍ରାପ୍ତ  କରି ପରେ . ହାଇକରସ  ଅନ୍ୟ  ଉପଭୋଗକର୍ତ୍ତା  କୁ  ଅଲଗା -ଅଲଗା ଉପାୟରେ  ପ୍ରତିରୂପଣ  କରି ପରେ |  ସବୁଠାରୁ  ଅଧିକ  ବ୍ୟବହାର କରାଯାଉଥିବା ଆକ୍ରମଣ କେବଳ  ଏକ  ଅସୁରକ୍ଷିତ  ଉପଭୋଗକର୍ତ୍ତା  ର  ଖାତା  ର ସୂଚନା  ଚୋରି ହୋଇଥାଏ |

ଇମ ଚାଟ ର  ମାଧ୍ୟମ  ରେ  ଗୋପନୀୟ  ସୂଚନା  ସହଭାଗ କରିବାରୁ ବଞ୍ଚନ୍ତୁ |

  • ଉତ୍ପୀଡ଼ନ  / ସ୍ପମିଙ୍ଗ :

ଏହି ପ୍ରଯୁକ୍ତିବିଦ୍ୟା ର  ଉପଯୋଗ  ସବୁବେଳେ  ସମ୍ପର୍କ , ରାଗ , ଧମକ , ଏବଂ / ବା  ପୀଡିତ  କୁ ଡ଼ରାଇବା   ପାଇଁ ହୋଇଥାଏ | ଏହି  ବ୍ୟବହାର  ହେଇଥାଏ ଏବଂ  ଏକ  ଅଲଗା ଘଟଣା  ନୁହେଁ ;  ସବୁବେଳେ   ମୋବାଇଲ  କାଳ  / ଟେକ୍ସଟ ; ସନ୍ଦେଶ ସାଥିରେ  ଧ୍ୱନି  ମେଲ  ଭାରି କାଉ ଅନ୍ୟ  ସନ୍ଦେଶ ଛାଡିପାରିବନି |

  • ଦୁର୍ଭାବନାପୂର୍ଣ  କୋଡ଼ ର  ପ୍ରସାର  ର  ଏକ  ସୁବିଧା ଉପାୟ

ଇମ ପୋକ  ଏକ  ସ୍ଵ -ପ୍ରତିକୃତି  ମାଲ୍ବାରେ  ଯାହା  ଇମ  ନେଟୱାର୍କ  ରେ ବିସ୍ତାର କରେ | ଯେବେ  ଏକ  ଆଃ ଈ ଏମ  ପୋକ  ଏକ  ପୀସୀ  କୁ  ସଂକ୍ରମିତ  କରିଥାଏ | ଏହା ଆଃ ଈ ଏମ  କ୍ଳିଣ୍ଟ  ପାଇଁ  ଅଡ୍ରେସ  ବୁକ ଖୋଜିବା ପାଇଁ ଲାଗିଥାଏ , ଯାହା  ଏକ  ମିତ୍ର  ସୂଚୀ  ବା  ସମ୍ପର୍କ  ସୂଚୀ  କୁହ  ଯାଇଥାଏ , ଆଉ  ନିଜକୁ  ସବୁ  ସଂକ୍ରମିତ  ବ୍ୟକ୍ତି ଙ୍କ  ସମ୍ପର୍କ  କୁ  ପଠାଇବାକୁ ଚେଷ୍ଟା  କରିଥାଏ | କିଛି  ଇମ  ପୋକ  ସୋସିଆଲ  ଇନ୍ଜୀନିୟରିଂ  ଟେକନିକର  ଉପଭୋଗ  କରିକି  ପ୍ରାପ୍ତ କର୍ତା  କୁ  ଏକ  ସନ୍ଦେଶ  ସ୍ଵୀକାର କରିବା ପାଇଁ  ତ୍ରିକ କରନ୍ତି ଯେଉଁଥିରେ ଦୁର୍ଭାବନାପୂର୍ଣ  କୋଡ଼  ଥାଏ | ସ୍ପାମ  ଡେ଼ଲିବାର  କରିବା ପାଇଁ  ଇନ୍ଷ୍ଟଏଣ୍ଟ  ମେସେଞ୍ଜିଙ୍ଗ  ସଫ୍ଟୱାରେ ର ବି ବ୍ୟବହାର କରାଯାଇଥାଏ | ଇମେଲ  କାରଣରୁ  ଇମ  ରେ  ମାଧ୍ୟମ  ରେ ସ୍ପାମ  କୁ  ସପିଂ  ରେ  ରୂପ  ରେ ଜଣା ଯାଇଥାଏ |

କ୍ଲିକ  କରିବା  ପୂର୍ବରୁ  ପ୍ରାପ୍ତ  ଲିଙ୍କ ଉପରେ ସନ୍ଦେହ  କରନ୍ତୁ ; ଆପଣଙ୍କ ମିତ୍ର ଙ୍କୁ  ପଚାରନ୍ତୁ କି ତାହା ସିଏ ପଠାଇଛନ୍ତି କି ?

  • ନେଟୱାର୍କ ବିଷୟ

ଇନ୍ଷ୍ଟଏଣ୍ଟ  ମେୟିସେଜିଙ୍ଗ  ଏପିଲିକେଶନ ସାଙ୍ଗରେ ସେବା ଆକ୍ରମଣ  କୁ ମନ କରିବାର ଆଶଙ୍କା ବହୁତ  ଅଧିକ | ଏହା ଆକ୍ରମଣ ଦୁର୍ଘଟଣା  କରିବା ପାଇଁ  ତତ୍କାଳ  ସନ୍ଦେଶ ବାହକ  ବନାଇଥାନ୍ତି | ଏହା  ବୈଧ  ଉପଭୋଗକର୍ତ୍ତାଙ୍କୁ  ସଂସାଧନ  ର  ଉପଭୋଗ  କରିବା ପାଇଁ , କୋନଫିଗରେସନ   କୁ ନଷ୍ଟ  କରିବା ପାଇଁ  ଆଉ  ନେଟୱାର୍କ  ଘାତକ  କୁ  ବଦଳାଇବା ପାଇଁ  ନେଟୱାର୍କ  ର  ଅତ୍ୟଧିକ  ଉପଯୋଗ  କରିକି  ନେଟୱାର୍କ  ପର୍ଯ୍ୟନ୍ତ  ପହଞ୍ଚିବାରୁ ବାଧା ଦେଇଥାଏ | ଅନଧିକାର  ପ୍ରବେଶକାରୀଙ୍କ  ସନ୍ଦେଶ  କୁ  ବାଧିତ  କରିବା , ଅବୈଧ ରୂପରେ  ଏକ  ଅନ୍ୟ  ସାଥିରେ  ସଂବାଦ  କରିବା ପାଇଁ  ଉପକରଣ   କୁ ସେଟ  କରିବା  ଏବଂ  ଅନ୍ୟ  ସଂସାଧନ  କୁ  ଉପଭୋଗ  କରିବା  ପାଇଁ  ସକ୍ଷମ  ହେବ ଏବଂ ଆପଣଙ୍କର  ଅପରେଟିଙ୍ଗ  ସିଷ୍ଟମ  କୁ  ଠୀକ  ରେ  କାମ  କରିବା ଆବଶ୍ୟକତା  ଥାଏ |

ବହୁତ  ଥର  ମହିଳା  ଉପଭୋଗକର୍ତ୍ତା  ମୁଖ୍ୟ  ଲକ୍ଷ୍ୟ  ହୋଇଥାନ୍ତି | ଏକ  ସାମାନ୍ୟ  ପ୍ରକାର  ର  ଆକ୍ରମଣ  ଏକ  ବିଶେଷ  ଉପଭୋଗକର୍ତ୍ତା  କୁ  ବଡ  ସଂଖ୍ୟାରେ  ସନ୍ଦେଶ  ରେ  ଭାରି ଯାଏ |  ଯଦିଓ ବହୁତ  ଉପକରଣ  ଅଛି ଯାହା  ହାଇକର  କୁ  ବଢି -ଆକ୍ରମଣ  କୁ  ପୂରା  କରିବା  ପାଇଁ  ଅନୁମତି  ଦେଇଥାଏ |  ଯେବେ ପର୍ଯ୍ୟନ୍ତ  ପୀଡିତ  କୁ  ଜଣାପଡ଼ିଥାଏ କି କଣ ହେଇଚି | ସେପର୍ଯ୍ୟନ୍ତ  ଡିଭାଇସ  କାମ କରନ୍ତି ନାହିଁ |  ସେଥିପାଇଁ , ତତ୍କାଳ  ମେସେଞ୍ଜର  ର ଅଜଣା  ସୂଚୀ  ରେ  ଆକ୍ରମଣକାରୀ r ଉପଭୋଗକର୍ତ୍ତା  ଖାତାକୁ  ଯୋଡିବା  ବହୁତ  କଷ୍ଟ ହେବ |

ନେଟୱାର୍କ ର  ଉପଯୋଗ  କରିବା  ସମୟରେ , ସଂଗଠନଙ୍କ  ନିଜର  ଆନ୍ତରିକ  ଇମ  ତ୍ରୈଫିକ  କୁ  ଇଣ୍ଟରନେଟ -ଆଧାରିତ  ଇମ  ତ୍ରୈଫିକ  ରୁ  ଅଲଗା  କରିବା ପାଇଁ  ନିଜର  ନେଟୱାର୍କ  କୁ  ଅପଡେଟ  କରିବା ଉପରେ  ବିଚାର  କରିବା କଥା

  • ଆଇଏମ  ସଫ୍ଟୱାରେ  କମଜୋରୀ

କୌଣସି  ଅନ୍ୟ ସଫ୍ଟୱାରେ ଏପିଲିକେଶନ  ଭଳି , ଲୋକପ୍ରିୟ  ଇନ୍ଷ୍ଟଏଣ୍ଟ  ମେସେଞ୍ଜର  ରେ  ସାମାନ୍ୟ  ସୁରକ୍ଷା  କମଜୋରୀ  ର  ଇତିହାସ ଥାଏ |  ଇମ  ଏପିଲିକେଶନ  ଇନଷ୍ଟଲ  କରିବା  ସେହି  ସ୍ମାର୍ଟଫୋନ  / ଡେସ୍କଟପ  ଉପରେ ନୂଆ ଅସୁବିଧା ଆସିପାରେ |

ଆଣ୍ଟିଭାଇରସ   ର  ଉପଯୋଗ  କରିକି  ରୀୟଲ -ଟାଇମ  ଭାଇରସ  ସୁରକ୍ଷା  ସକ୍ଷମ  କରନ୍ତୁ |

ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ହାଇକରଙ୍କ ପାଇଁ  ବହୁତ  ବଡ  ଅବସର  ଆଣିଥାଏ , ଯେବେ ଏହି ସୁରକ୍ଷା ର କଥା ଆସିଡାଏ  ଅଧିକ  ଲୋକ  ଏହି ଏପିଲିକେଶନ ର  ଉପଯୋଗ   ଅଲଗା -ଅଲଗା  ଉଦ୍ଦେଶ୍ୟ  ପାଇଁ କରିଥାନ୍ତି , ଯେଉଁଥିରେ  ଫାଇଲ  ଟ୍ରାନ୍ସ୍ଫର  କରିବା ବି ଥାଏ | ବହୁତ ଅସୁବିଧା  କୁ  ଖୋଜି ତା ଉପରେ ଯାହା ହାଇକରସଙ୍କୁ  ସୁବିଧାରେ  ଆପଣଙ୍କ  ପୀସୀ  ବା  ମୋବାଇଲ  ଡିଭାଇସ ପର୍ଯ୍ୟନ୍ତ ପହଂଚିବାକୁ  tak doorasth  ଅନୁମତି  ଦେଇଥାଏ |

ଇନ୍ଷ୍ଟଏଣ୍ଟ  ମେସେଜିଙ୍ଗ  ର  ଉପଯୋଗ  କରିବା ସମୟରେ  ବହୁତ  ଲାଭ  ଅଛି ଏବଂ  ଏପିଲିକେଶନ  ର  ଉପଯୋଗ  କରିବା  ସମୟରେ  ସୁରକ୍ଷା  ର  ବିଷୟ ବି ହୋଇଥାଏ | ସୁନିଶ୍ଚିତ  କରନ୍ତୁ  କି  ଆପଣ  ଲାଭର ଆନନ୍ଦ  ନେଉଛନ୍ତି ଏବଂ  ସାବଧାନୀର  ସାଙ୍ଗରେ  ଏହି   ଏପିଲିକେଶନର  ଉପଯୋଗ  କରନ୍ତୁ |

Page Rating (Votes : 0)
Your rating: