ଫିସିଙ୍ଗ , ଏଇ -ମେଲ ଭଳିଆ ଇଲେକ୍ଟ୍ରୋନିକ ସଂଚାର ମାଧ୍ୟମ କୁ ମାଧ୍ୟମ ସାଙ୍ଗରେ ଉପୋଭୋଗକର୍ତ୍ତା ନାଁ , ପାସୱାର୍ଡ଼ , ପିନ , ବାଙ୍କ ଖାତା , କ୍ରେଡିଟ କାର୍ଡ ର ବିବରଣ କୁ ଭରୋସା ସହ ପ୍ରାପ୍ତ କରିବା ର ପ୍ରୟାସ କରିବା ର ଏକ ଉପାୟ |

ଫିସିଙ୍ଗ ପ୍ରାୟ ଏଇ -ମେଲ ସପୂଫିଙ୍ଗ ବା ଇନ୍ଷ୍ଟଏଣ୍ଟ ମୈସେଜିଙ୍ଗ ଦ୍ୱାରା ହୁଏ ଏବଂ ଏହା ଉପୟୋଗକର୍ତ୍ତା କୁ ଏକ ଫରଜି ୱେବସାଇଟ ଉପରେ ବିବରଣୀ ଲେଖିବା ପାଇଁ ନିର୍ଦେଶ କରିଥାଏ ,ଯାହାର ଲୁକ ଆଉ ଫିଲ ପ୍ରଣାୟତ୍ତ ଏକ ପ୍ରକାର ର ହୋୟୀ ଥାଏ | ଫିସିଙ୍ଗ ସୋସିଆଲ ଇନ୍ଜୀନିୟରିଂ ଟେକନିକ ର ଏକ ଉଦାହରଣ | ଯାହାର ଉପଯୋଗ ଉପୟୋଗକର୍ତ୍ତାଙ୍କୁ ଧୋଖା ଦେବା ପାଇଁ କରାଯାୟୀ ଥାଏ |

ଏକ ଫିସିଙ୍ଗ ଏଇ ମେଲ ସନ୍ଦେଶ କେମିତି ଦେଖା ଯାଏ ? ବିସ୍ତାର ରେ 

ଫିଶର୍ସ ମହିଳାଙ୍କୁ କେମିତି ନିଶାନ କରନ୍ତି ?

ଫିସିଙ୍ଗ ହମଲା ର ମାଧ୍ୟମ ରେ ମହିଳାଙ୍କୁ ଶିକାର ଉଚ୍ଚ ସ୍ତର ରେ ହୁଏ ଏବଂ ଏହା ଏକ ରୂପ ରେ ଏକ ବ୍ୟକ୍ତି ର ସୁରକ୍ଷା ପାଇଁ ଏକ ବଡ ଅସୁବିଧା |ଏଠାରେ ଆମେ କିଛି ଉପାୟ ଦେଖିବା ଯାହା ମହିଳାଙ୍କ ପାଇଁ ହୋୟୀ ଥାଏ | ଫିଶର୍ସ ମହିଳାଙ୍କୁ ଲଖ୍ୟ କରନ୍ତି , ଯାହାଙ୍କ ପାଖରେ କିଛି ଦୁର୍ବଳତା ଅଛି ଯେମିତି ସୌନ୍ଦର୍ଯ୍ୟ ପ୍ରସାଧନ , ଓଜନ -ଘଟାଇବା ର କାର୍ଯ୍ୟକ୍ରମ , ମାତା -ପିତା ଙ୍କ ଦେଖାଶୁଣା ର ଆପ୍ସ , ଖାତା ବନ୍ଦ କରିବା ର ଧମକୀ ଦେଲା ଭଳିଆ ମେଲ ଆଦି |

ସୌନ୍ଦର୍ଯ୍ୟ ଉତ୍ପାଦନ ଉପରେ ରୋମାଞ୍ଚକ ଉପହାର :

ଅନଲାଇନ ଶପିଂ ପୋର୍ଟାଲସ ରେ ଖରୀଦାରୀ ର ରୁଝାନ ପାଇଁ ପ୍ରୟତ୍ତ ଫିଶର୍ସ ଚେକ କରିଥାନ୍ତି | ଏହି ସୂଚନା ସାଙ୍ଗରେ ଫିସିଙ୍ଗ ଏଇ ମେଲ ପଠାନ୍ତି ଯାହା ତାଙ୍କର ଧ୍ୟାନ ଆକର୍ଷିତ କରିଥାନ୍ତି | ସେମାନେ ଏଇ ମେଲ ରେ ଗ୍ରାଫିକ୍ସ ର ଉପଯୋଗ ସାଙ୍ଗରେ ଏକ ବିଶ୍ବସନୀୟ ଉପାୟ ରେ ସୌନ୍ଦର୍ଯ୍ୟ ଉତ୍ପାଦନ ଉପରେ ପ୍ରସ୍ତାବ ଦେଇଥାନ୍ତି | ଯାହା ବୈଧ ୱେବସାଇଟ ସମାନ ଦେଖାଯାଏ , କିନ୍ତୁ ବାସ୍ତବ ରେ ଏହା ଆପଣଙ୍କୁ ଘୋଟାଲା ଵାଲା ସାଇଟ ବା ବୈଧ ଦେଖାଯାଉଥିବା ପୋପ -ଅପ ୱେଇଣ୍ଡୋ କୁ ନେଇଯାଇଥାଏ |

ପ୍ରାୟ ମହିଳା ମାନେ ସୌନ୍ଦର୍ଯ୍ୟ ପ୍ରସାଧନ ପାଇଁ ଲୋଭରେ ଫିଶର୍ସ ଦ୍ୱାରା ଚାଲ ରେ ପଡି ଯାନ୍ତି |

ମାତା -ପିତା ଙ୍କ ଦେଖାଶୁଣା / ଶିକ୍ଷା ଆପ୍ସ କୁ ବିନା ମୂଲ୍ୟ ରେ ସ୍ଥାପନ :

ମା ମାନେ ସୁବୁବେଳେ ନିଜ ପିଲା ମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଜିନିଷ ଦେଖନ୍ତି | ଫିଶର୍ସ ସବୁବେଳେ ତୋଡ଼ାଲର୍ସ ଏବଂ ନୂଆ ଜନ୍ମ ହେଇଥିବା ପିଲାଙ୍କ ମା ମାନଙ୍କୁ ଥକି ବାକୁ ଚେଷ୍ଟା କରନ୍ତି | କିଛି ଲୋକପ୍ରିୟ ୱେବସାଇଟ କୁ ଖରାପ କରିବା ପାଇଁ ବା ବିନା ମୂଲ୍ୟ ର ଆପ ଇନ୍ଷ୍ଟଲେଷଣ ର ଲିଙ୍କ ସାଙ୍ଗରେ ଏଇ ମେଲ ପଠାଇଲେ ହେଇଯିବ | ସେମାନେ ୱେବ ଠିକଣା ର ଉପଯୋଗ କରିକି ଯେଉଁ ପ୍ରସିଦ୍ଧ କମ୍ପାନୀଙ୍କ ନାଁ ସହ ମିଳିଥାଏ କିନ୍ତୁ ଟିକେ ଅଲଗା ଥାଏ | ଏଇ ମେଲ ରେ ମାତା ଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ମାତା -ପିତା ଙ୍କ ଉପଦେଶ ଉପରେ ସୂଚନା ଥିବ |

  • ସେମାନଙ୍କ ଦ୍ୱାରା ଦିଆ ଯାଇଥିବା ସମ୍ପୂର୍ଣ ସାମଗ୍ରୀ ର ପୁଷ୍ଟି କରିବା ଆଗରୁ ଅନୁପ୍ରୟୋଗ କୁ କିଣନ୍ତୁ ନାହିଁ |
  • ଅନ୍ୟ ଉପୟୋଗକର୍ତ୍ତାଙ୍କ ଦ୍ୱାରା ଦିଆ ଯାଇଥିବା ସମୀକ୍ଷା କୁ ଦେଖି ପ୍ରସିଦ୍ଧ ଶିକ୍ଷା ଅନୁପ୍ରୟୋଗ ପାଇଁ ଭଲ ବିକଳ୍ପ |
  • ମାତା -ପିତା ଙ୍କ ଦେଖାଶୁଣା ର ଅନୁପ୍ରୟୋଗ ସାଙ୍ଗରେ ଫିସିଙ୍ଗ ଏଇ ମେଲ ଠାରୁ ସାବଧାନ ହୁଅନ୍ତୁ |

ଧମକୀ ଭରା ମେଲ :

କେବେ କେବେ ଆପଣ ଙ୍କୁ ଧମକୀ ଭରା ମେଲ ମିଳିଥାଏ ଯଦି ଆପଣ ଏଇ -ମେଲ ସନ୍ଦେଶ ର ଜବାବ ନ ଦିଅନ୍ତି ତ ଆପଣଙ୍କ ୱେବମେଲ ଖାତା ବନ୍ଦ ହୋଇ ଯିବା | ଊପରେ ଦିଆଯାଇଥିବା ଏଇ -ମେଲ ସନ୍ଦେଶ ଏହି ଚାଲ ର ଏକ ଉଦାହରଣ | ସାଇବର ଅପରାଧୀ ପ୍ରାୟ ଟେକନିକ ର ବ୍ୟବହାର କରିଥାଏ | ତାହେଲେ ଏହା ମାନିବାକୁ ପଡିଥାଏ କି ସୁରକ୍ଷା ସହ ସମଝଉଟା କରାଯାଇଛି | ସାଇବର ଅପରାଧୀ ଆପଣଙ୍କୁ ଫୋନ ରେ କାଳ କରିପାରେ ଏବଂ ଆପଣଙ୍କ କମ୍ପୁଟର ସମସ୍ୟା କୁ ଠିକ କରିବା ପାଇଁ ସାହାଯ୍ୟ କରିବା ପାଇଁ ଆପଣଙ୍କୁ ସଫ୍ଟୱାରେ ଲାଇସେନ୍ସ ବିକି ବାକୁ ଚେଷ୍ଟା କରିବା |

ଏହା କେମିତି ହେଇପାରିବ ?

ଚରଣ ୧ :

ବ୍ରାଉଜ଼ର ରେ ଇଉ ଆର ଏଲ ର ଯାଞ୍ଚ କରନ୍ତୁ

ସଂଖ୍ୟା ସହ ଆରମ୍ଭ ହେଉଥିବା ୱେବସାଇଟ ରେ ଆପଣଙ୍କ ସୂଚନା ଦିଅନ୍ତୁ ନାହିଁ |

ଚରଣ ୨ :

ସବୁବେଳେ ଭୁଲ ଇଉ ଆର ଏଲ ର ଯାଞ୍ଚ କରନ୍ତୁ
ସେଥିପାଇଁ ଅଡ୍ରେସ ବାର ରେ ସବୁବେଳେ ଇଉ ଆର ଏଲ ରେ ଲେଖନ୍ତୁ କପି ପେଷ୍ଟ କରନ୍ତୁ ନାହିଁ |

ଚରଣ ୩ :

ସବୁବେଳେ ସୁରକ୍ଷିତ ଚେନେଲ ରେ ଅନ୍ଲାଇନ୍ରୁ ବ୍ୟାଙ୍କିଙ୍ଗ ର ପ୍ରଦର୍ଶନ କରନ୍ତୁ ଅର୍ଥାତ ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ ପାଡ଼ଲୋକ ଆଉ ସୁରକ୍ଷିତ ଚାନେଲ ପାଇଁ ଯାଞ୍ଚ କରନ୍ତୁ |

ସବୁବେଳେ ବିଶ୍ବସନୀୟ ୱେବସାଇଟ ର ଯାଞ୍ଚ କରନ୍ତୁ ଯେଉଁଥିରେ ଏଚ ଟି ଟି ପି ଏସ ଏବଂ ପାଡ଼ଲୋକ ଅଛି

ଚରଣ ୪ :

ସବୁବେଳେ ଭିତତୀୟ ବା ଅନ୍ୟ ବ୍ୟକ୍ତିଗତ ସୂଚନା ପାଇଁ କୌଣସି ଏଇ ମେଲ ଅନୁରୋଧ କୁ ସନ୍ଦେହ ସହ ଦେଖନ୍ତୁ | ବିଶେଷ ରୂପ ରେ କୌଣସି "ତତ୍କାଳ " ଅନୁରୋଧ ସାଥିରେ | ଯେବେ ସନ୍ଦେହ ହେବ , ତ ସନ୍ଦିଗ୍ଧ ଏଇ ମେଲ ଉପରେ ପ୍ରତିକ୍ରିୟା ଦିଅନ୍ତୁ ନାହିଁ ବା ସନ୍ଦିଗ୍ଧ ୱେବସାଇଟ ଉପରେ ସୂଚନା ଦରଜ କରନ୍ତୁ | ଆପଣଙ୍କ ଦ୍ୱାରା ପ୍ରାପ୍ତ ସଂଚାର ର ବୈଧତା ର ପୁଷ୍ଟି କରିବା ପାଇଁ କଥିତ ପ୍ରେରକ ସହ ସମ୍ପର୍କ କରନ୍ତୁ |

ଫିସିଙ୍ଗ ସାଇଟ ର ଏକ ଉଦାହରଣ , ପଞ୍ଜାବ ନେଶନାଲ ବାଙ୍କ ର ଲୁକ ଆଉ ଫିଲ ସେମିତି ଅଛି |

ଚରଣ ୫ :

କେବେ ବି ସେହି ଏଇ ମେଲ ର ଜବାବ ଦିଅନ୍ତୁ ନାହିଁ ଯାହା ଆପଣଙ୍କ ବ୍ୟକ୍ତିଗତ ସୂଚନା ଯେମିତି କ୍ରେଡିଟ ପାଇଁ ପଚାରନ୍ତି କାର୍ଡ / ଦେବିଟି କାର୍ଡ / ବାଙ୍କ ର ସୂଚନା |

Page Rating (Votes : 0)
Your rating: