ସାଇବର  ସ୍ଟ୍ରାଲିଙ୍ଗ  ପ୍ରୌଦ୍ୟୋଗୀ ର  ଉପଯୋଗ  କରାଇକି  କୌଣସି  ଅନ୍ୟ  ବ୍ୟକ୍ତି  କୁ  ବାର -ବାର  ପରେଶାନ  କରନ୍ତି | ଏହା ମଧ୍ୟରେ  ଈମେଲ  ଯେମିତି  ଇଲେକ୍ଟ୍ରୋନିକ  ମିଡିୟା  ଶାମିଲ  ହୋଇଥାନ୍ତି | କୌଣସି  ବ୍ୟକ୍ତି  ବା  ସମୂହ ଙ୍କୁ   ପରେଶାନ  କରିବା ପାଇଁ  ଆପତ୍ତିଜନକ  ସାମଗ୍ରୀ  ପଠାନ୍ତି  | ଯେଉଁଥିରେ  ଧମକୀ , ମାନହାନି , ପରିଚୟରେ  ଚୋରୀ , ସେକ୍ସ  ପାଇଁ  ୟାଚନା , ମିଛ  ଆରୋପ  ଆଦି  ସହିତ  ବହୁତ ଜିନିଷ ଥାଏ   .. ଏକ  ସାଇବର  ଶିକାରୀ  ଏମିତି  ବ୍ୟକ୍ତି  ହୋଇପାରନ୍ତି ଯିଏ  ପୀଡିତଙ୍କ  ପରିଚିତ  ହୋଇଥିବେ , ବା  ପୂରା  ଅଜଣା , ଏବଂ ଏକ  ଆପରାଧୀକ  ଅପରାଧ  ହୋଇଥାଏ |

ସାଇବର  ସ୍ତୋକର  କେମିତି   ମହିଳା  ମାନଙ୍କୁ  କ୍ଷତି  ପହଂଚି ପାରିବେ ?

  • ଏହା  ଆପଣଙ୍କ  ପ୍ରତିଷ୍ଠା  ବା  ଆପଣଙ୍କ  ସାଙ୍ଗ ସାଥି  / ପରିବାର  / ସହକର୍ମୀ  ଆଦିଙ୍କ  ସାଥିରେ  ସମ୍ବନ୍ଧକୁ   କ୍ଷତି  ପହଂଚାଇବା  ପାଇଁ ଆପଣଙ୍କୁ ଅନ୍ଲାଇନ୍ରୁ ପରିଚୟ  କୁ  ଲାଗୂ  କରିପାରିବେ |
  • ଏମାନେ ଆପଣଙ୍କ ସୋସିଆଲ  ମିଡିୟା  ଖାତା ପର୍ଯ୍ୟନ୍ତ  ପହଂଚି ପାରିବେ ଏବଂ   ଆପଣଙ୍କ  ଅନଲାଇନ  ଗତିବିଧି , ଆପଣଙ୍କ  ବ୍ୟକ୍ତିଗତ  ସୂଚନା ବିଷୟରେ ମଧ୍ୟ ଶିଖି ପାରିବେ ଏବଂ ଆପଣଙ୍କର ପାସ୍ୱାର୍ଡ ମଧ୍ୟ ବଦଳାଇପାରିବେ |
  • ସେମାନେ ଜିପିଏସ  ବା  କିଛି  ସ୍ପାଇବାର ର  ଉପଯୋଗ  କରି  ଆପଣଙ୍କ  ସ୍ଥାନ  କୁ  ଟ୍ରାକ କରିପାରନ୍ତି |
  • ସେମାନେ ସୋସିଆଲ ମିଡିୟା ରେ  ଆପଣଙ୍କ ପୋଷ୍ଟ  / ଫୋଟୋ  ଉପରେ  ଟିପ୍ପଣୀ  କରିବା  ସମୟରେ  ଅପମାନଜନକ  ଭାଷା  ର  ଉପଯୋଗ  କରିପାରନ୍ତି |
  • ସେମାନେ ଆପଣଙ୍କ ପରିବାର / ସାଙ୍ଗ  / ସହକର୍ମୀ  ଆଦି ଙ୍କ  ସାଙ୍ଗରେ କଥାବାର୍ତା  କରିକି ଆପଣଙ୍କ ବ୍ୟକ୍ତିଗତ  ଏବଂ  ସଂବେଦନଶୀଳ  ସୁଚନା  ସଂଗ୍ରହ କରିବାକୁ ଚେଷ୍ଟା କରିବେ |
  • ସେମାନେ  ଆପଣଙ୍କୁ ନିଜର  ବ୍ୟକ୍ତିଗତ  ଫୋଟୋ, ବିଦୀୟ  ଆଦି  ସହଭାଗ  କରିବା ପାଇଁ  ବ୍ଲାକମେଲ  କରିପାରନ୍ତି  ଯାହା  ଆପଣଙ୍କ ପାଇଁ  ବହୁତ ଲଜ୍ୟାକର ହେବ |

ଆଜିକାଲି  ସାଇବର ଷ୍ଟକିଙ୍ଗ  ମହିଳାଙ୍କ  ପାଇଁ ଜୋଖିମ  ର ବଡ ବିଷୟ  | ଏହା ବିପଦ ହେଇପାରେ  ଏବଂ  ଶାରୀରିକ  ଶୋଷଣ  ରେ  ବିକଶିତ  ହୋଇପାରେ | ସାଇବର ଷ୍ଟକିଙ୍ଗର  ରିପୋର୍ଟର ଅପେକ୍ଷା କରନ୍ତୁ ନାହିଁ | ଯେତେ ସମୟ  ସାଇବର  ଆକ୍ରମଣ ହେବ , ସେତେ  ସମସ୍ୟା  ମାନସିକ  ବା  ଶାରୀରିକ  ରୂପ  ରେ  ଭାବନାତ୍ମକ  ରୂପ  ରେ  ସାମନା କୁ ଆସିବା |

ସାଇବର ଷ୍ଟକିଙ୍ଗ ରେ ଶାରୀରିକ  ସମ୍ପର୍କ  ଅନ୍ତଭୂକ୍ତ ନଥାଏ ,ଏହା ମାନେ ନୁହେଁ କି  ଏହା  "ବାସ୍ତବିକ  ଜୀବନ " ର  ତୁଳନାରେ   କାମ  ବିପଦଜନକ | ଏକ  ଅନୁଭବୀ  ଇଣ୍ଟେର୍ନେଟ  ଉପଭୋଗକର୍ତ୍ତା  (ସାଇବର  ସ୍ତୋକର ) ପାଇଁ  ଆପଣଙ୍କ  ବ୍ୟକ୍ତିଗତ  ସୂଚନା ,ଯେମିତି  କି  ଫୋନ  ନମ୍ବର  ବା   ଆପଣଙ୍କ   ସାଙ୍ଗ , ବନ୍ଧୁବାନ୍ଧବ ,ଆପଣଙ୍କ କାମ  କରିବାର   ଜାଗା   ଆଦି  କୁ ଖୋଜିବା ମୁଶ୍କିଲ |

ଆପଣ  କେମିତି  ଜାଣିଛନ୍ତି  କି  ଆପଣ  ସାଇବର  ସ୍ତାକିଙ୍ଗ  ର  ଶିକାର  ହୋଇଛନ୍ତି ?

ଯେବେ  ଆପଣ  କିଛି  ଅନାମ  ଗତିବିଧି  କୁ  ଜାଣିପାରନ୍ତି ଯେମିତି  -

  • କେହି  ବ୍ୟକ୍ତି  ଦିନ  ବା  ସପ୍ତାହ  ରେ ଅଧିକତମ  ସମୟ  ଆପଣଙ୍କ ପ୍ରୋଫାଇଲ  ଉପରେ ବିତେଇଥାଏ
  • କେହି  ଆପଣଙ୍କ ପୋଷ୍ଟ ବା ଫୋଟୋ  ଉପରେ  ଭୁଲ  ଉପାୟ  ରେ ଟିପ୍ପଣୀ  କରନ୍ତି ବା  ଅପମାନଜନକ  ଶବ୍ଦର ବ୍ୟବହାର କରନ୍ତି |
  • କେହି  ବ୍ୟକ୍ତି ସୋସିଆଲ  ମିଡିୟା  ଉପରେ  ଆପଣଙ୍କ ବ୍ୟକ୍ତିଗତ  ଆଉ  ସଂବେଦନଶୀଳ  ସୂଚନା ବିଷୟରେ  ପଚାରିଥାଏ |
  • କେହି  ଆପଣଙ୍କୁ ଫୋଟୋ  ଆଉ ବିଡିୟୋ ମାଗନ୍ତି

ଯଦି  ଆପଣ  ଏହି  ପ୍ରକାର ର ଗତିବିଧି କୁ  ଜାଣିପାରନ୍ତି , ତେବେ  ଉପେକ୍ଷା କରନ୍ତୁ ନାହିଁ  ଏବଂ  ତୁରନ୍ତ ଏହା ସମ୍ବନ୍ଧରେ  କାମ କରନ୍ତୁ |

ସାଇବର ଷ୍ଟୋକ କୁ  ହରାଇବା  ମୁଶ୍କିଲ  କାରଣ  ଷ୍ଟାକର  ଅନ୍ୟ  ରାଜ୍ୟ  ର ହୋଇପାରେ  ବା  ପୀଡିତ  ଠାରୁ  ତୀନ  କୟୁବିକଳ  ଦୂରରେ ବସିଥାଇପାରେ | ଇଣ୍ଟେର୍ନେଟ ର  ଗୁମାନାଂ  ଦୁନିୟା ରେ , ଏକ  ଶିକାରୀ ର  ପରିଚୟ  କୁ ସତ୍ୟାପିତ କରିବା, ଏକ  ଗିରଫ୍ତାୱାରୀ  ପାଇଁ ଆବଶ୍ୟକ  ସାକ୍ଷୀ  ଏକତ୍ର  କରିବା ଏବଂ ଆଉ ଏକ  ସାଇବର  ସ୍ଥାନ  ଉପରେ  ଏକ  ଭୌତିକ  ସ୍ଥାନର  ଠିକଣା  ଲଗେଇବା  ମୁଶ୍କିଲ , ସେଥିପାଇଁ  ସବୁବେଳେ  ସୁରକ୍ଷିତ  ରହିବ ଏବଂ  ଅନଲାଇନ  ସଂସାଧନର  ବହୁତ  ପ୍ରଭାବୀ  ଢଙ୍ଗରେ  ଉପଯୋଗ  କରିବା ଭଲ |  ସୁରକ୍ଷାର ବିଷୟକୁ  ଉପେକ୍ଷା କରିବା |

ସାଇବର ଆକ୍ରମଣରୁ  ସୁରକ୍ଷିତ  ରହିବ ପାଇଁ  ଆପଣଙ୍କୁ କଣ କରିବା ଦରକାର : -

  • କୌଣସିବି ସୋସିଆଲ ମିଡ଼ିଆର  ଉପଯୋଗ  କରିବା  ସମୟରେ  ଆପଣ  ପରିବାର  ଆଉ  ସାଙ୍ଗ ସାଥିଙ୍କ  ଭୀତର  ଗୋପନୀୟତା  ସେଟିଙ୍ଗ  କୁ  ପ୍ରତିବନ୍ଧିତ  କରିବା  ସବୁବେଳେ ଭଲ |
  • କୌଣସିବି ଫ୍ରେନ୍ଡ ରିକୱେଷ୍ଟ କୁ ସ୍ଵୀକାର  କରିବା ପୂର୍ବରୁ  ସୋସିଆଲ  ମିଡିୟା  ରେ  ବ୍ୟକ୍ତିଙ୍କ ପ୍ରାମାଣିକତା କୁ  ସବୁବେଳେ ପରଖନ୍ତୁ |
  • ଯଦି ଆପଣ ଏହାର  ଉପଯୋଗ  କରୁନାହାନ୍ତି , ତ ସବୁବେଳେ ନିଜର  ଡିଭାଇସ  କୁ ନିଜର  ଜି ପି ଏସ  କୁ ଅକ୍ଷମ  କରନ୍ତୁ | ତାହେଲେ ସତ୍କାର  ଆପଣଙ୍କ  ପାଖରେ ପହଂଚି ପାରିବ ନାହିଁ |
  • ଯଦି ଆପଣଙ୍କ  ଅନଲାଇନ  ସାଙ୍ଗ ଆପଣଙ୍କ  ବ୍ୟକ୍ତିଗତ  ସୂଚନା ବା  କୌଣସିବି  ଫୋଟୋ  / ବିଡିୟୋ  ମାଗିପାରି , ତ କେବେ ବି ସହଭାଗ କରନ୍ତୁ ନାହିଁ |
  • ଆପଣଙ୍କ ପୋଷ୍ଟ ବା ଫୋଟୋ  ଉପରେ  ଭୁଲ  ଉପାୟ  ରେ ଟିପ୍ପଣୀ  କରନ୍ତି ବା  ଅପମାନଜନକ  ଶବ୍ଦର ବ୍ୟବହାର କରନ୍ତି ତେବେ ତାଙ୍କୁ ବ୍ଲକ କରନ୍ତୁ |
  • ଯଦି  ଆପଣଙ୍କ କେହିବି  ସୋସିଆଲ  ମିଡିୟା  ମିତ୍ର  ଆପଣଙ୍କ  ସାଥିରେ  ଦୁର୍ବ୍ୟବହାର  କରନ୍ତି  ବା  କିଛ  ଅଜଣା  ଗତିବିଧି  ସୋସିଆଲ  ମିଡିୟା  ସେଟିଙ୍ଗ  ମାଧ୍ୟମରେ ତାଙ୍କୁ  ରିପୋର୍ଟ  କରନ୍ତି  ବା   ତାଙ୍କୁ ବ୍ଲକ  କରନ୍ତି, ତ ପରେ ବି ସିଏ  ପୁଲିସ ରେ  ତାଙ୍କ  ବିଷୟରେ  ଶିକାୟତ  କରିବା ପାଇଁ ଡେରି କରିବାର  ପ୍ରୟାସ କରନ୍ତୁ ନାହିଁ |

ସାଇବର ଆକ୍ରମଣ ରୁ  ସୁରକ୍ଷିତ  ରହିବା  ପାଇଁ  ଆପଣଙ୍କୁ  କଣ କରିବା ଦରକାର ?

  • ସୋସିଆଲ ମିଡିୟା ରେ କୌଣସିବି ଅନଲାଇନ  ସାଙ୍ଗ  ଉପରେ  ଭରୋସା କରନ୍ତୁ ନାହିଁ |
  • ନିଜର ବ୍ୟକ୍ତିଗତ ସୂଚନା / ଫୋଟୋ  / ବିଡିୟୋ  କୁ  ସୋସିଆଲ  ମିଡିୟାରେ ସାର୍ବଜନିକ  ରୂପରେ ସହଭାଗ କରନ୍ତୁ ନାହିଁ |
  • ନିଜର ଗତିବିଧି କୁ ଅନଲାଇନ  ପୋଷ୍ଟ  କରିବା  ସମୟରେ ନିଜର  ସ୍ଥାନ  ସହଭାଗ କରନ୍ତୁ ନାହିଁ |
  • ନିଜର ଅନଲାଇନ ସାଙ୍ଗ ଙ୍କ ଅନାମ  ବ୍ୟବହାର  କୁ ଅଣଦେଖା  କରନ୍ତୁ ନାହିଁ |
  • ଶିକାୟତ  କରିବାରେ  ଡେରୀ  କରନ୍ତୁ ନାହିଁ  ଯଦି  ଆପଣଙ୍କୁ ଲାଗୁଚି କି  ସାଇବର  ଷ୍ଟକିଙ୍ଗ  ବା  କୌଣସି  ଅନାମ  ଗତିବିଧି  ଆପଣଙ୍କ ସାଥିରେ  ହେଉଛି , କାରଣ ଏହା ଆପଣଙ୍କ ଭୁଲ ନୁହେଁ |

Source:

Page Rating (Votes : 0)
Your rating: