ଏକ  ସାମାଜିକ  ନେଟୱର୍କିଙ୍ଗ ନିଜର  ପରିବାର , ସାଙ୍ଗ , ସହକର୍ମୀ  ଙ୍କ  ସାଥିରେ  ସମ୍ପର୍କରେ  ରହିବ ଆଉ ନୂଆ ସାଙ୍ଗ ବନେଇବାରେ  ଆଉ ନୂଆ  ସାଙ୍ଗ  ବନେଇବାରେ ଏକ  ଉପାୟ | ସାମାଜିକ  ନେଟୱାର୍କ ର  ଉପଯୋଗ  କରିବାରେ ମଜା ଆସେ | ଚାକିରୀ ର   ଶିକାର  ପାଇଁ  ସହାୟକ ଆଉ  ସାଙ୍ଗ , ବ୍ୟାପାରିକ  ସମ୍ପର୍କ  ଆଉ  ସମ୍ପର୍କୀୟଙ୍କ  ସାଥିରେ  ସମ୍ପର୍କ  ରଖିବା  ଆଉ  କୋଉଠି ବି କିଛି ବି ସହଭାଗ କରିବା ପାଇଁ  ମହାନ | ମହିଳା  ନିଜର ସାଙ୍ଗ  , ପରିବାର , ସହକର୍ମୀ  ଆଦି  ରେ ଜଡିତ ନିଜର ଅନୁଭବ , ଜ୍ଞାନ  କୁ ସହଭାଗ କରିବା ପାଇଁ  ସାମାନ୍ୟ  ସାମାଜିକ  ନେଟୱର୍କିଙ୍ଗ  ସାଇଟ ର ଉପଯୋଗ  କରିପାରନ୍ତି | ସେମାନେ  ମାତୃତ୍ବ   ମାଧ୍ୟମରେ  ସମସ୍ତଙ୍କ ର ସମର୍ଥନ କରିବା , ନିଜର  କେରିୟାର  ର  ଲକ୍ଷ୍ୟ  କୁ  ପୂରା  କରିବା , ସମସ୍ତଙ୍କୁ ପ୍ରେରିତ କରିବା ବା  ରୁଚି  ରଖିବା ଵାଲା  ଅନ୍ୟ  ଲୋକଙ୍କୁ ଖୋଜିବା ପାଇଁ  ସୋସିଆଲ  ନେଟୱର୍କିଙ୍ଗ  ସାଇଟ   ର ଉପଯୋଗ  କରିପାରନ୍ତି |

ମହିଳାମାନେ  ମାତା -ପିତା , ପେଷାଦାର  ବା  ସାମାନ୍ୟ  ଉପଭୋଗକର୍ତ୍ତା  ହୋଇପାରନ୍ତି  ଏବଂ  ସୋସିଆଲ  ନେଟୱର୍କିଙ୍ଗ  ସାଇଟ  ର ସାହାଯ୍ୟ  ରେ  ସେମାନେ  ଦୁନିୟା  ସାଙ୍ଗରେ ଜଡିତ ହୋଇପାରନ୍ତି | ଏବଂ ବହୁତ  ଉପଯୋଗୀ  ସୂଚନା  ପ୍ରାପ୍ତ  କରିପାରନ୍ତି |  ସେମାନେ ନିଜର  ବିଚାର କୁ ସହଭାଗ କରିପାରନ୍ତି | ଏବଂ  ଅନ୍ୟ  ବିଚାର କୁ  ଦେଖିପାରନ୍ତି ଯାହା ଅନ୍ୟମାନଙ୍କୁ ସାହାଯ୍ୟ କରିପାରେ  | ଆଉ  ଏକ  ଭଲ ବିଚାର  ଏକ  ବଡ  ନେଟୱାର୍କ   ମାଧ୍ୟମରେ ବହୁତ  ଲୋକଙ୍କୁ ପହଂଚି ପାରିବ |  ମହିଳା  ଏକ  ଉଦ୍ୟମି ହୋଇପାରେ ; ସେମାନେ  ସୋସିଆଲ  ନେଟୱର୍କିଙ୍ଗ  ମାଧ୍ୟମରେ  ନିଜର  ବ୍ୟବସାୟ  ବଢ଼ାଇ  ଅଧିକ  ଲାଭ  ପ୍ରାପ୍ତ  କରିପାରନ୍ତି | ଏମିତି କେତେ ସୋସିଆଲ  ନେଟୱର୍କିଙ୍ଗ ସାଇଟ୍ସ  ଅଛି ଯେଉଁଥିରେ  ମହିଳାମାନେ ଫେସବୁକ , ଭାଟସାପ  , ଟ୍ୱିଟର  ଆଦି  ଉପଯୋଗ  କରିପାରନ୍ତି |

ଗୋପନୀୟତା  ସମସ୍ୟା :

ଯଦି  ଆପଣ  କିଛି  ଗୋପନୀୟତା  ର ବିଷୟ  କୁ  ଉପେକ୍ଷା କରନ୍ତି ତେବେ  ଆପଣ  ବିପଦରେ ପଡିପାରନ୍ତି ଯେମିତି କି -

  • ନିଜର ଫୋଟୋ ଆଉ ଗତିବିଧି  କୁ  ସାର୍ବଜନିକ  ରୂପରେ  ସହଭାଗ କରିବା |
  • ନିଜର ପୋଷ୍ଟ ଉପରେ  ନିଜର  ସ୍ଥାନ  ସହଭାଗ କରିବା ସ୍କାମ୍ର  କୁ  ଆପଣଙ୍କ  ସ୍ଥାନ  କୁ  ଟ୍ରାକ କରିବାର ଅବସର ଦିଅନ୍ତି |
  • ସେହି ସାଙ୍ଗମାନଙ୍କୁ ଜଡିତ କରିବା ଯେଉଁମାନେ ଆପଣଙ୍କ ବିନା  କୌଣସି  ଉଚିତ ପରିଚୟ କୁ ଜାଣିଥାନ୍ତି , ସୋସିଆଲ  ନେଟୱର୍କିଙ୍ଗ  ସାଇଟ ର ଉପଯୋଗ  କରିବା  ସମୟରେ  ଆପଣ  ବିପଦରେ ପଡିପାରନ୍ତି |

ବିପଦ  ଆଉ  ଚାଲେଞ୍ଜ

ନକଲି  ସାଙ୍ଗ :

ଯଦି  ଆପଣ  ଏକ  ଗୁମନାମ  ବ୍ୟକ୍ତିଙ୍କୁ  ଯୋଡନ୍ତି  ଯାହାଙ୍କୁ  ଆପଣ  ବ୍ୟକ୍ତିଗତ  ରୂପରେ  ଜାଣି ନାହାନ୍ତି ତେବେ ଏହା କରିପାରିବେ 

  • ଫୋଟୋ  ଚୋରାନ୍ତୁ  ବା  ନିଜର  ଗତିବିଧିର  ଜ୍ୱାସୂସି  କରନ୍ତୁ |
  • ସେମାନେ ନାଁ  ରେ  ଫରଜି  ପ୍ରୋଫାଇଲ  ବନାଇପାରନ୍ତି  ଏବଂ  ନିଜର  ବ୍ୟକ୍ତିଗତ  ଲାଭ  ପାଇଁ  ଆପଣଙ୍କ  ପରିଚୟର  କ୍ଷତି କରିପାରନ୍ତି |
  • ସେମାନେ ଆପଣଙ୍କୁ  ମାନସିକ  ବା  ଭାବନାତ୍ମକ  ରୂପରେ  ବ୍ଲାକମେଲ  କରିପାରନ୍ତି  ଅଥବା  ଆପଣଙ୍କୁ ବଦନାମ  କରିପାରନ୍ତି |

ପରିଚୟର  ଚୋରି :

ସାମାଜିକ  ନେଟୱାର୍କ  ର  ଉପଯୋଗ  କରିବା  ସମୟରେ  ଆପଣ  ପରିଚୟର  ଚୋରି ର  ସମସ୍ୟା  ର  ସାମନା  କରିପାରନ୍ତି   ଯଦି  ଆପଣ  ସୋସିଆଲ  ନେଟୱର୍କିଙ୍ଗ  ସାଇଟରେ ଅଜ୍ଞାତ  ସାଙ୍ଗ କରନ୍ତି |  ସ୍କାମର ବି ହୋଇପାରେ |

  • ନିଜର  ସଂବେଦନଶୀଳ  ଆଉ ବ୍ୟକ୍ତିଗତ ସୂଚନା  ଚୋରି  କରନ୍ତୁ |
  • ପଇସା  ହାସିଲ  କରିବା ପାଇଁ ନିଜର ପରିଚୟର ବ୍ୟବହାର କରନ୍ତୁ , ନିଜର ପରିଚୟ ଆଦି  ରେ  ସେମାନଙ୍କୁ  ଇମ୍ପ୍ରେସ କରନ୍ତୁ |

ଅପମାନଜନକ , ଅଶ୍ଳୀଷ୍ଟ , ବା  ଅପ୍ରାସଙ୍ଗିକ  ଭାଷା :

ଅପମାନଜନକ , ଅଶ୍ଳୀଷ୍ଟ  ବା  ଅପରିବର୍ତ୍ତନୀୟ  ଭାଷା  ଆଜିର   ମହିଳାଙ୍କ ପ୍ରମୁଖ  ସମସ୍ୟା,   କେତେ  ନକଲି  ସାଙ୍ଗ ଆପଣଙ୍କ  ସାଥିରେ  ଅଶ୍ଳୀଳ  ବିଷୟରେ  କଥା ହୋଇପାରନ୍ତି |

  • ମାନସିକ  ବା  ଭାବନାତ୍ମକ  ରୂପରେ  ଆପଣଙ୍କୁ ବିରକ୍ତ କରନ୍ତି |
  • ନିଜର ପୋଷ୍ଟ  ବା  ଫୋଟୋ ରେ  ଅପମାନଜନକ  ଶବ୍ଦ  ର  ପ୍ରୟୋଗ  କରନ୍ତି ଆଉ  ଆପଣଙ୍କୁ  ବଦନାମ  କରନ୍ତି

ବହୁତ  ଅଧିକ ସୂଚନା ସହଭାଗ  କରିବା :

  • ନିଜର  ଅଧିକ ସୂଚନା ଯେମିତି  ନିଜର  ଘର  / କାର୍ୟାଳୟର  ଠିକଣା , ପାରିବାରିକ  ସମ୍ବନ୍ଧ , ଫୋନ  ନମ୍ବର ସହଭାଗ  କରିବା  | ଯଦି  ଆପଣଙ୍କ ପାଇଁ ବିପଦ ହୋଇପାରେ , ସ୍କାମର  ଆପଣଙ୍କ ପୀଛା  କରିପାରନ୍ତି |

ସ୍ପାମ  ଇମେଲ :

ସ୍ପାମ  ଇମେଲ  ଅବାଂଛିତ  ଇମେଲ ବା ଇମେଲ ଠିକଣାର  ସମୂହ  ପାଇଁ ପଠାଯାଇଥିବା  ଉତ୍ପାଦ ବିଷୟରେ ଆଯାଜିତ ଉପଭୋଗକର୍ତ୍ତା ଙ୍କ ବ୍ୟକ୍ତିଗତ ସୂଚନା ଏକାଠି କରିବା ପାଇଁ   ଅବାଂଛିତ  ଇମେଲ ବିଜ୍ଞାପନ  ଅଛି | ସ୍ପାମ  ଇମେଲ ପଠାଇପାରନ୍ତି

  • କିଛି  ଅନଲାଇନ  ଶପିଂ  ଜିନିଷ , ହେଲ୍ଥ  ଈଂଶ୍ୟରେନ୍ସ  ବିଷୟରେ  ଆପଣ ବିପଦରେ ପଡିପାରନ୍ତି |
  • କିଛି ଫରଜି  ଚାକିରୀ ପାଇଁ  ସାକ୍ଷାତ୍କାର |
  • ଘରେଲୂ  ଉପକରଣ ରେ କିଛି ବିଶେଷ  ପ୍ରସ୍ତାବ ପାଇଁ

ଏବଂ ଯଦି  ଆପଣ  ସ୍ପାମ  ଇମେଲ ରେ ଦିଆଯାଇଥିବା  ଦୁର୍ଭାବନାପୂର୍ଣ  ଲିଙ୍କ ରେ  କ୍ଲିକ  କରନ୍ତି  ତା  ସ୍କାମର  ଆପଣଙ୍କ  ସଂବେଦନଶୀଳ  ସୂଚନା  ଏକତ୍ର  କରିପାରନ୍ତି |

ନକଲି  ବିଜ୍ଞାପନ :

ଉତ୍ପାଦର ନକଲି  ବିଜ୍ଞାପନ  ପାଇଁ ସୋସିଆଲ  ନେଟୱର୍କିଙ୍ଗ  ସାଇଟ   ମୁଖ୍ୟ  ରୂପରେ  ସ୍କାମର  ଦ୍ବାରା  ଲକ୍ଷିତ କରାଯାଇଥାଏ | ଏହା ଆପଣଙ୍କୁ  ଲକ୍ଷ୍ୟ  କରିକି  ଆଉ  ନିମ୍ନଲିଖିତ  ଜିନିଷ  କରିକି  ଆପଣଙ୍କ  କ୍ରେଡେନ୍ସିଆଲ କୁ  ଚୋରେଇ ପାରନ୍ତି |

  • ନକଲି  ବିଜ୍ଞାପନ କୁ   ମୂଳ  ରୂପରେ  ଦୁର୍ଭାବନାପୂର୍ଣ  ଲିଙ୍କ  ରୂପରେ ପ୍ରସ୍ତୁତ  କରିକି , ଯଦି  ଆପଣ  ଲିଙ୍କ ରେ  କ୍ଲିକ  କରନ୍ତି ତା  ଆପଣଙ୍କୁ  ସଂବେଦନଶୀଳ ସୂଚନା  ବିପଦରେ ପଡିପାରେ |
  • ଏହା  ଜରିଆରେ  ଫରଜି  ଆପ  ଆଉ ସେବା  ଜରିଆରେ ବି ଆପଣ ଏହି  ଆପ୍ସ  କୁ  ଇଂସ୍ଟଲ କରନ୍ତି  ତା ଏହା ଆପଣଙ୍କ ବ୍ୟକ୍ତିଗତ ଆଉ   ସଂବେଦନଶୀଳ  ସୂଚନା ଚୋରେଇ ପାରନ୍ତି

ସୋସିଆଲ  ନେଟୱର୍କିଙ୍ଗ  ସାଇଟ୍ସ  ର ଉପଯୋଗ  କରିବା ସମୟରେ  ମହିଳାଙ୍କୁ  କଣ କରିବା ଦରକାର :

  • ସୋସିଆଲ  ନେଟୱର୍କିଙ୍ଗ  ସାଇଟ୍ସ ର  ଅନୁରୋଧ  ସ୍ଵୀକାର  କରିବା ପୂର୍ଣ୍ଣରୁ ସବୁବେଳେ  ବ୍ୟକ୍ତି  ର ପ୍ରାମାଣିକତା  ର  ଯାଞ୍ଚ  କରନ୍ତୁ |
  • କିଛି ଗୋପନୀୟତା ସେଟିଙ୍ଗ  ରଖନ୍ତୁ  ଯେମିତି  କି  ନିଜର ଫୋଟୋ ଆଉ   ଗତିବିଧି  କୁ  ନିଜର ପରିବାର  ଆଉ  ପରିଚିତ  ସାଂଗଂକ  ସାଥିରେ ସହଭାଗ କରନ୍ତୁ |
  • ସୋସିଆଲ ନେଟୱର୍କିଙ୍ଗ ସାଇଟ୍ସ ବାଛିବା ସମୟରେ  , ଗୋପନୀୟତା ଉପରେ  ବିଚାର  କର ଯିବା ଉଚିତ ,  ଆପଣ  କିଛି କରିବା ପୂର୍ବରୁ ଯେମିତିକି ପୋଷ୍ଟ  କରିବା , ଚାଟ  କରିବା , ଆପଲୋଡ଼  କରିବା  ବା ଡାଉନଲୋଡ଼  କରିବା .
  • ନିଜର ପିତା / ପାଟି  / ଭାଇ  ବା  କୌଣସିବି  ପରିବାରର  ସଦସ୍ୟଙ୍କ  ଅନୁମତି   ଯଦି  ଆପଣ  ସେହି  ବ୍ୟକ୍ତି  ଙ୍କ ସାଙ୍ଗରେ ଦେଖା କରିବାକୁ ଚାହାନ୍ତି ଯାହାଙ୍କୁ ଆପଣ ନେଟୱର୍କିଙ୍ଗ ସାଇଟ ରେ ମିଶିଥିଲେ , ତା  ଆପଣଙ୍କୁ  କିଛି  ସୁଝାବ  ଦେଇପାରନ୍ତି ଆଉ ସବୁବେଳେ  ଜାଣିଥାନ୍ତି କି ଆପଣ କାହା ସାଙ୍ଗରେ ମିସିଥାନ୍ତି |
  • ଯଦି ଆପଣଙ୍କୁ ଲାଗୁଚି କି  ଆପଣଙ୍କ  ସୋସିଆଲ  ନେଟୱର୍କିଙ୍ଗ ଆକାଉଣ୍ଟ  ଡିଟେଲସ  ରେ  ଛେଡ଼ାଛାଡ  ବା  ଚୋରୀ  ହୋଇଛି , ତା ନିଜର  ସନ୍ଦେହରେ  ସୂଚନା  ନେଟୱର୍କିଙ୍ଗ  ସାଇଟ  ସପୋର୍ଟ  ତିମି  କୁ  ତୁରନ୍ତ  ଦିଅନ୍ତୁ |
  • ବିରକ୍ତ କରିବା ଵାଲା ବା ଅସଭ୍ୟ  ଟିପ୍ପଣୀ ର ଜବାବ କେବେ ବି ଦିଅନ୍ତୁ ନାହିଁ |

ସୋସିଆଲ  ନେଟୱର୍କିଙ୍ଗ  ସାଇଟ୍ସ  ର  ଉପଯୋଗ  କରିବା  ସମୟରେ  ମହିଳାଙ୍କୁ କେଉଁ କଥାରୁ ବଂଚିବା ଦରକାର :

  • ନିଜର ନାଁ , କମ୍ପାନୀ ର  ଠିକଣା / ଘର , ଫୋନ  ନମ୍ବର , ବୟସ  ଲିଙ୍ଗ , କ୍ରେଡିଟ  କାର୍ଡ  ର  ବିବରଣୀ ଯେମିତି କେହିବି  ବ୍ୟକ୍ତିଗତ  ସୂଚନ ନ ଦିଅନ୍ତି
  • କାହାକୁବି ନିଜର ପାସ୍ୱାର୍ଡ ଦିଆନ୍ତୁନି
  • ନେଟୱର୍କିଙ୍ଗ ସାଇଟ ରେ ନିଜର ସାଙ୍ଗ ଙ୍କ ସୂଚନା  ପୋଷ୍ଟ  କରନ୍ତୁ ନାହିଁ , ଯାହା  ପ୍ରାୟତ ସେମାନଙ୍କୁ ବିପଦରେ ପକାଇପାରେ |
  • ସେମାନଙ୍କ ସାଙ୍ଗରେ ବେବିକାମ ର  ଉପଯୋଗ  କରନ୍ତୁନି ଯାହାଙ୍କୁ ଆପଣ ଜାଣିନାହାନ୍ତି |
  • ସେହି ଯୋଜନା ଆଉ  ଗତିବିଧିକୁ  ପୋଷ୍ଟ  କରନ୍ତୁନି ଯାହା ଆପଣଙ୍କୁ  ନେଟୱର୍କିଙ୍ଗ  ସାଇଟ୍ରେ କରିବାକୁ ଯାଉଛନ୍ତି |
  • ଯେଉଁ ଲିଙ୍କ  ଆପଣଙ୍କୁ ସୋସିଆଲ  ନେଟୱର୍କିଙ୍ଗ ସାଇଟ୍ସ  ର  ମାଧ୍ୟମରେ ମିଳିଥାଏ , ଏହା ଉପରେ  କ୍ଲିକ  କରନ୍ତୁନି | ଯଦି  ଆପଣ  ସାଇଟ  ବିଷୟରେ ଜାଣିବାକୁ ଚାହାନ୍ତି ତେବେ ସିଧା ମୂଳ ୱେବ୍ସାଇଟ୍କୁ ଯାନ୍ତୁ |

ଆପଣ  ସୋସିଆଲ  ନେଟୱର୍କିଙ୍ଗ  ସାଇଟରେ ନିଜର  ଗୋପନୀୟତା  ସେଟିଂସ  କୁ  କେମିତି  ନିୟନ୍ତ୍ରିତ  କରିପାରିବେ ?

ସୋସିଆଲ  ନେଟୱର୍କିଙ୍ଗ  ସାଇଟ  ରେ , ଡିଫୋଲ୍ଟ  ରୂପରେ  ସବୁ କଥା ସାର୍ବଜନିକ  ହୋଇଥାଏ , କେତେ  ଗୋପନୀୟତା  ସେଟିଂସ  ଅଛି ଯାହା  ଆପଣଙ୍କ  ସୁରକ୍ଷା  ପାଇଁ ଦିଆଯାଇଥାଏ , ସେଥିପାଇଁ  ଆପଣଙ୍କୁ  ଅନଲାଇନ  କେତେ  ସମସ୍ୟା  ରୁ  ନିଜକୁ ବଞ୍ଚାଇବା ପାଇଁ ସବୁ ସୁବିଧାର ଉପଯୋଗ  କରିବା ଦରକାର |

  • ଆପଣ  ଅଜନବି  ଠାରୁ ନିଜର  ପୋଷ୍ଟ  / ବିଦୀୟ  / ଗତିବିଧି  କୁ  ପ୍ରତିବନ୍ଧିତ  କରିପାରନ୍ତି  ଆଉ  ଗୋପନୀୟତା  ସେଟିଂସ ରେ  କେବଳ  ବିକଳ୍ପ  ର  ଉପଯୋଗ  କରିକି  ନିଜର  ସମ୍ପର୍କରେ  ନିଜର  ସଦସ୍ୟ  କୁ  ସହଭାଗ କରନ୍ତୁ  ନାହିଁ |
  • ଆପଣ  ଫ୍ରେନ୍ଡ  ଋକବେସ୍ତ  ଅପଶନ  କୁ  ଡ଼ିସେଵାଲା  କରିପାରନ୍ତି  , ସେଥିପାଇଁ  କେହିବି  ଆପଣଙ୍କୁ  ଋକବେସ୍ତ  ପଠାଇ ନପାରନ୍ତି |
  • ଆପଣ  ଟିପ୍ପଣୀ  ଅନୁଭାଗ  କୁ  ସାର୍ବଜନିକ  ରେ  ପ୍ରତିବନ୍ଧିତ  କରିପାରନ୍ତି  , ସେଥିପାଇଁ  ଆପଣଙ୍କ  ସମ୍ପର୍କ  ରେ  ସଦସ୍ୟ  କେବଳ  ଆପଣଙ୍କ ଗତିବିଧିରେ  ଟିପ୍ପଣୀ  କରିପାରନ୍ତି |
  • ଆପଣ ଅଜନବି  ସାଙ୍ଗରେ ନିଜର  ବ୍ୟକ୍ତିଗତ  / ବ୍ୟବସାୟିକ ସୂଚନା କୁ   ପ୍ରତିବନ୍ଧିତ  କରିପାରନ୍ତି |
  • ଆପଣ ଅନଲାଇନ  ମୋଡ଼  କୁ  ବନ୍ଦ କରିପାରନ୍ତି କେହିବି ଜାଣିନାହାନ୍ତି କି ଆପଣ କେତେ ସମୟରୁ ଅନଲାଇନ ଅଛନ୍ତି |

Source:

Page Rating (Votes : 1)
Your rating: