ୟୁଏସବି (ୟୂନିବାରସଲ  ସେଏରିୟଲ  ବାସ ) ଷ୍ଟୋରେଜ  ଡିଭାଇସ  ବିଭିନ୍ନ  କମ୍ପୁଟର ରେ  ଡାଟା  ଟ୍ରାନ୍ସଫର  କରିବ ପାଇଁ  ବହୁତ  ସୁବିଧାଜନକ  ଉପାୟ | ଆପଣ ଏହାକୁ  ୟୁଏସବି ପୋର୍ଟ  ରେ  ପ୍ଲଗ୍ କରି ପାରିବା|   ଆପଣ  ଡାଟା  କୁ  କପି  କରିପାରିବ , ଏହାକୁ ହଟେଇ ମଧ୍ୟ ପାରିବା . ଦୁର୍ଭାଗ୍ୟୟ  ବସ୍ତା ଏହାର  ପୋର୍ଟେବିଲିଟୀ , ସୁବିଧା  ଆଉ  ଲୋକପ୍ରିୟତା  ଅର୍ଜନ କରିଛି | ଆପଣଙ୍କ  ସୂଚନା ପାଇଁ ବିଭିନ୍ନ  ବିପଦ ବି ଆଣିଥାଏ

ଡାଟା  ଚୋରୀ  ଆଉ  ଡାଟା ଲିକେଜ   ଏବେ  ସବୁ ଦିନର ଖବର  ! ସମସ୍ତଙ୍କୁ  ସୂଚନା ସବୁ କୁ   ସୁରକ୍ଷିତ  କରିବ ପାଇଁ  ଉଚିତ  ଉପକରଣ  ର  ଉପଯୋଗ  କରି , ଦେଖାଶୁଣା , ଜାଗୃକ୍ତା ଦ୍ୱାରା  ନିୟନ୍ତ୍ରଣ କରାଯାଇପାରିବ |

ଆଶଙ୍କା

1.ମାଲ୍ବାର ସଂକ୍ରମଣ

  • ୟୁଏସବି ସଂଗ୍ରହଣ  ଉପକରଣ ର  ମାଧ୍ୟମ  ରେ  ମାଲ୍ବାର ବିସ୍ତାର କରେ | କେହି  ବ୍ୟକ୍ତି  ଜାଣିଶୁଣି  ଆପଣଙ୍କ  ଗତିବିଧି , ଫାଇଲ , ପ୍ରଣାଳୀ ଆଉ  ନେଟୱାର୍କ  କୁ  ଟ୍ରାକ  କରିବାପାଇଁ  ମାଲ୍ବାର ସାଙ୍ଗରେ   ୟୁଏସବି ସଂଗ୍ରହଣ  ଡିଭାଇସ   ବିକି ଦେଇ ପାରନ୍ତି |
  • ମାଲ୍ବାର ଗୋଟିଏ ଡିଭାଇସ ରୁ ଆଉ ଗୋଟିଏ   ଡିଭାଇସ  ରେ  autorun ..exe ର  ଉପଯୋଗ  କରି  ୟୁଏସବି ଷ୍ଟୋରେଜ  ଡିଭାଇସେସ   ମାଧ୍ୟମ  ରେ  ବିସ୍ତାର କରେ , ଯାହା  ଡିଫୋଲ୍ଟ  ରୂପ  ରେ  ସକ୍ଷମ  ହେଇଥାଏ .

2. ଅନଧିକୃତ ଉପଯୋଗ

କେହି  ବ୍ୟକ୍ତି  ଆପଣଙ୍କ ୟୁଏସବି ଉପକରଣ  କୁ  ଡାଟା  ପାଇଁ ଚୋରି କରିପାରେ |

3. ବେଟିଂ

 କେହି  ବ୍ୟକ୍ତି  ଜାଣିଶୁଣି  ଆପଣଙ୍କ ଡେସ୍କ  ବା  ପ୍ଲେସ  ଉପରେ  ୟୁଏସବି ଡିଭାଇସ ମାଲ୍ବାର ସହିତ  ଛାଡି  ଦିଏ

ୟୁଏସବି ସଂଗ୍ରହଣ  ଉପକରଣ   ମାଧ୍ୟମ  ରେ  ଡାଟା  ଲିକେଜ  କୁ  କେମିତି ରୋକିବା  ?

  • ୟୁଏସବି ସଂଗ୍ରହଣ ଉପକରଣ ର  ଉପଯୋଗ  କୁ  ସୀମିତ  କରିବ ପାଇଁ  ଗୋଟିଏ ଭଲ   ସୁରକ୍ଷା  ନୀତି  କୁ  ଦ୍ୱୀଜ଼ାଇଁନ  ଏବଂ  ଆପଣାନ୍ତୁ |
  • କର୍ମଚାରୀମାନଙ୍କ ନିଗରାନୀ କରି ଦେଖନ୍ତୁ ସେମାନେ କଣ କପି କରୁଛନ୍ତି |
  • ଆପଣଙ୍କ ସୂଚନା  କୁ  ସୁରକ୍ଷିତ  କରିବ ପାଇଁ  ପ୍ରମାଣୀକରଣ , ପ୍ରାଧିକରଣ  ଆଉ  ଲେଖାଁକଂନ   କୁ ଲାଗୂ  କରନ୍ତୁ |

ଡିଭାଇସ  ହଜିଗଲା ପରେ କଣ କରିବେ  ?

  • ଯଦି ଆପଣ ପାସ୍ୱାର୍ଡ  ଆଦି  ଯେମିତି  ୟୁଏସବି ଡ୍ରାଇଭି  ର  ଭିତରେ  କେହିବି  ବ୍ୟକ୍ତିଗତ  ବା  ସମ୍ବେଦନଶୀଳ  ସୂଚନା  ସଂଗ୍ରହୀତ  କରିଥାଏ ,ତେବେ କିଛି ବି  ଖାତା  ର  ନିର୍ମାଣ  ବେଳେ  ପ୍ରଦାନ  କରାଯାଇଥିବା  ସୁରକ୍ଷା  ପ୍ରଶ୍ନ  ଏବଂ  ଉତ୍ତର  ର  ସାଙ୍ଗରେ  ତୁରଂତ  ସବୁ ପାସ୍ୱାର୍ଡ  ବଦଳାଇ ଦିଅନ୍ତୁ   [ସମ୍ଭାବନା  ହେଇପାରେ   କି  ହାଇକର  ଡାଟା  ର  ଉପଯୋଗ  କରିକି  ଆପଣ  ଅନଲାଇନ  ଖାତା  ଲୋକଙ୍କ ସୂଚନା  କୁ ପୁନଃ  ପ୍ରାପ୍ତ  କରିପାରନ୍ତି ଚୋରୀ  ହେଇଥିବା  ଡ୍ରାଇଭି  ରେ ].
  • ଏଇଟା ବି  ସୁନିଶ୍ଚିତ  କରନ୍ତୁ  କି  ହଜିଥିବା  ଡାଟା ର ଖିଲାଫ ରେ  ସବୁ  ସୁରକ୍ଷା  ଉପାୟ କରାଯାଇଛି |

ଡିଭାଇସ  ଚୋରୀ  କୁ  କେମିତି  ରୋକିବା ?

 

  • ସବୁବେଳେ କି ଚେଁନ  କୁ ଟ୍ୟାଗ୍ କରିକି  ଡ୍ରାଇଭ କୁ  ଶାରୀରିକ  ରୂପ  ରେ   ସୁରକ୍ଷିତ  କରନ୍ତୁ .
  • ଆପଣଙ୍କ ଡ୍ରାଇଭ କୁ କାଭେ  ବି   କୋଉଠି ବି ରଖନ୍ତୁ ନାହିଁ |
  • ସଂବେଦନଶୀଳ  ସୂଚନା  କୁ  କାଭେ  ବି    ବାହାର  ର  ଇନ୍କ୍ରିପଶନ  ସାଥିରେ ରଖନ୍ତୁ  ନାହିଁ .

ୟୁଏସବି ରୂପରେ   ମୋବାଇଲ

କମ୍ପୁଟର  ରେ  କନେକଟ  ହେଲା  ପରେ  ମୋବାଇଲ  ଫୋନ  କୁ  ୟୁଏସବି ମେମୋରୀ  ଡିଭାଇସ   ରୂପରେ   ଉପଯୋଗ କରାଯାଇଥାଏ | କମ୍ପୁଟର  ରେ  କନେକଟ କରିବାପାଇଁ  ମୋବାଇଲ  ଫୋନ   ସାଥିରେ  ଗୋଟିଏ  ୟୁଏସବି କେବଳ  ଦିଆଯାଇଥାଏ |

  • ମୋବାଇଲ  ଫୋନ  ଏକ  ବ୍ୟକ୍ତିଗତ  କମ୍ପୁଟର  ରୁ ଟିକେ ଅଲଗା ,  ଏକ  ଅଦ୍ୟତନ  ଅଣ୍ଟିବଇରସ  ର  ଉପଯୋଗ  କରିକି  ବାହ୍ୟ ଫୋନ  ମେମୋରୀ  ଆଉ  ମେମୋରୀ  କାର୍ଡ  କୁ  ସ୍କାନ  କରନ୍ତୁ |
  • ଆପଣ ଫୋନ ଆଉ  ବାହ୍ୟ  ମେମୋରୀ  କାର୍ଡ ର  ନିୟମିତ  ବେକାପ  ନିଅନ୍ତୁ କାରଣ ଯଦି ସିଷ୍ଟମ କ୍ରାସ ବା ମାଲ୍ବାର  ପ୍ରବେଶ  କରେ ତେବେ ଆପଣଙ୍କର ଡାଟା ସୁରକ୍ଷିତ ରହିବ |
  • କମ୍ପୁଟର ରୁ ଡାଟା କୁ  ମୋବାଇଲ  ରେ  ସ୍ଥାନାନ୍ତରିତ  କରିବା ପୂର୍ବରୁ  , ଡାଟା  କୁ  ସବୁ  ଅପଡେଟ  ସହିତ  ନୂଆ  ଅଣ୍ଟିବଇରସ ସହ ସ୍କାନ  କରିବା ଉଚିତ |
  • ଦୂର କୁ ଯିବା ଆଗରୁ ଆପଣଙ୍କ କମ୍ପୁଟର ରୁ ୟୁଏସବି କନେକଷଣ କୁ  ମାନେ ରଖି ହଟାଇ ଦିଅନ୍ତୁ|
  • କେବେ ଭି ଵାୟର୍ସ  ରେ  ପ୍ରଭାବିତ  ଡାଟା  କୁ  କୌଣସି   ମୋବାଇଲ କୁ ପଠାନ୍ତୁ ନାହିଁ |
Page Rating (Votes : 0)
Your rating: